ରାମଚଉରା ମନ୍ଦିର
ଦେଖଣା
| Ramchaura Mandir | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Vaishali |
| Location | |
| ସ୍ଥାନ | Rambhadra, Hajipur |
| State | Bihar |
| Country | India |
| Architecture | |
| Type | Indian |
ରାମଚଉରା ମନ୍ଦିର , ଭାରତୀୟ ରାଜ୍ୟ ବିହାରର ହାଜିପୁର ସହରରେ ଥିବା ଏକା ହିନ୍ଦୁ ମନ୍ଦିର । ଏହା ଭଗବାନ ରାମଙ୍କ ଉପାସନା ପାଇ ରହିଛି ଓ ଏହା ହଜିପୁରର ହେଲାବଜାରର ରାମଭଦ୍ରଠାରେ ରହିଛି ।ଏହି ସ୍ଥାନ ରାମାୟଣ ସମୟରେ ରହିଥିବାର ବିଶ୍ୱାସ କରାଯାଏ ଓ ଭଗବାନ ରାମ ଏଠାକୁ ଜଣକପୁର ଯିବା ସମୟରେ ଆସିଥିବାର ଜଣାଯାଏ । ଏଠାରେ ବାର୍ଷିକ ରାମ ନବମୀ ପର୍ବ ପାଳିତ ହେଇଥାଏ । ଏଠାରେ ସେହି ସମୟରେ ଏକା ମେଳାର ମଧ୍ୟ ଆୟୋଜନ ହେଇଥାଏ ।
ଏଠାରେ ଖୋଦନରୁ ମିଳିଥିବା ପ୍ରତ୍ନତାତ୍ୱିକ ଦ୍ରବ୍ଯ ସବୁ ପାଟଣା ମିଉଜିଆମରେ ରଖା ଯାଇଛି । [୧]
ବ୍ୟୁପତ୍ତି
[ସମ୍ପାଦନା]ଚଉରାକୁ ଭୋଜପୁରୀରେ ଫୁଲ ବଗିଚା କୁ ବୁଝାଏ ।
ଦେବତା
[ସମ୍ପାଦନା]ଭଗବାନ ରାମ ଏଠାରେ ଆରାଧ୍ୟ ଦେବତା ।
ତାପ୍ତର୍ଜ୍ୟ
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]- Footage marks of God Shree Ram.
- Ramchaura Mandir View.
- Ramchaura Mandir (Closeview)
- Ramchaura Mandir Entrance(old)
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Hindu temples in India
- Hajipur
ଆଧାର
[ସମ୍ପାଦନା]- ↑ "President calls for research on artists". The Times of India. May 31, 2003. Archived from the original on 2014-01-04. Retrieved 2017-01-04.