ରାମକୃଷ୍ଣ ମିସନ ବେଳାଭୂମି
ଦେଖଣା
| Rama Krishna Mission Beach | |
|---|---|
The Rama Krishna Beach after sunrise in 2012 | |
![]() | |
| Location | Visakhapatnam, Andhra Pradesh, |
| Operated by | Greater Visakhapatnam Municipal Corporation |
ରାମକୃଷ୍ଣ ମିସନ ବେଳାଭୂମି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନାମଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନାର INS କୁରସୁରା ସବ ମାରାଇନ ସଂଗ୍ରହାଳୟ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । .[୧]
ବର୍ଣ୍ଣନା
[ସମ୍ପାଦନା]ଏହି ବେଳାଭୂମିକୁ ପ୍ରତ୍ୟହ ବହୁ ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ସମୁଦ୍ର ତଟରେ ସନ୍ତରଣ , ସୂର୍ଯ୍ୟ ସ୍ନାନ , ବେଳାଭୂମି ଭଲିବଲ ଖେଳ ଆଦି ଏଠାରେ ହେଇଥାଏ । ଏଠାରେ ଏକ ଏକୁଆରିଆମ , ମାଁ କାଲୀ ମନ୍ଦିର , ବିଶାଖା ସଂଗ୍ରହାଳୟ , ତଟବର୍ତୀ ରେଷ୍ଟୁରାଣ୍ଟ ସବୁ ରହିଛି । [୨]
INS କୁରସୁରା ସବ ମାରାଇନ ସଂଗ୍ରହାଳୟରେ ପ୍ରାଚୀନ ସବ ମାରାଇନ ଦର୍ଶକଙ୍କ ଦେଖିବା ପାଇଁ ରଖାଯାଇଛି ।
ଗ୍ୟାଲେରି
[ସମ୍ପାଦନା]- R.K. Beach at sunrise
- INS Kursura Submarine Museum
- An afternoon view of RK Beach
- RK Beach at Sunset time
- View of Sea at RK beach during Monsoon
- RK beach view
- RK.beach road in Vizag
- RK beach view at noon time
- War Memorial Victory at Seat 1971 at Beach Road
- Rajiv Smriti bhavan at Beach Road
