ରାମକୃଷ୍ଣ ମିସନ ବେଳାଭୂମି

ଉଇକିପିଡ଼ିଆ‌ରୁ
Rama Krishna Mission Beach
The Rama Krishna Beach after sunrise in 2012
The Rama Krishna Beach after sunrise in 2012
Map
LocationVisakhapatnam, Andhra Pradesh, IndiaIndia
Operated byGreater Visakhapatnam Municipal Corporation

ରାମକୃଷ୍ଣ ମିସନ ବେଳାଭୂମି,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନାମଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନାର INS କୁରସୁରା ସବ ମାରାଇନ ସଂଗ୍ରହାଳୟ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । .[୧]

ବର୍ଣ୍ଣନା [ସମ୍ପାଦନା]

ଏହି ବେଳାଭୂମିକୁ ପ୍ରତ୍ୟହ ବହୁ ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ସମୁଦ୍ର ତଟରେ ସନ୍ତରଣ , ସୂର୍ଯ୍ୟ ସ୍ନାନ , ବେଳାଭୂମି ଭଲିବଲ ଖେଳ ଆଦି ଏଠାରେ ହେଇଥାଏ । ଏଠାରେ ଏକ ଏକୁଆରିଆମ , ମାଁ କାଲୀ ମନ୍ଦିର , ବିଶାଖା ସଂଗ୍ରହାଳୟ , ତଟବର୍ତୀ ରେଷ୍ଟୁରାଣ୍ଟ ସବୁ ରହିଛି । [୨]

INS କୁରସୁରା ସବ ମାରାଇନ ସଂଗ୍ରହାଳୟରେ ପ୍ରାଚୀନ ସବ ମାରାଇନ ଦର୍ଶକଙ୍କ ଦେଖିବା ପାଇଁ ରଖାଯାଇଛି ।  

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. http://indiannavy.nic.in/museum.htm
  2. http://www.go2india.in/ap/vizag.php