ରାଜ୍ୟ ରାଜପଥ 194 ( ମହାରାଷ୍ଟ୍ର )
ଦେଖଣା
| State Highway 194 (Maharashtra) | |
|---|---|
| Route information | |
| Maintained by MSRDC | |
| Major junctions | |
| From: | Madhya Pradesh |
| To: | Nandgaon |
| Highway system | |
MH SH-194 ବା ରାଜ୍ୟ ରାଜପଥ 194 ( ମହାରାଷ୍ଟ୍ର ) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ବୁଲଧାନା , ଆକୋଲା ଓ ଅମରାବତି ଜିଲ୍ଲା ଦେଇ ଯାଇଛି ।
ଏହି ରାଜପଥ ମଧ୍ୟପ୍ରଦେଶରୁ ଆରଭ ହେଇଥିଲେ ମଧ୍ୟ ଅଧିକାଂଶ ଦୈର୍ଘ୍ୟ ମହାରାଷ୍ଟ୍ରରେ ରହିଛି । ଏହା ବୁଲଧାନା ଜିଲ୍ଲାକୁ କରଣୱାଡିଠାରେ ପ୍ରବେଶ କରି ମହାରାଷ୍ଟ୍ର ରାଜ୍ୟ ରାଜପଥ 195କୁ ଜାମୋଦଠାରେ ଓ ମହାରାଷ୍ଟ୍ର ରାଜପଥ 173କୁ ତୁଙ୍କିଠାରେ ମିଳିତ ହୁଏ । ଏହା ସାତପୁରା ପାର୍ବତ୍ଯ ରେଞ୍ଜ ଦେଇ ଯାଇ ଅମରାବତି ସମତଳ ଭୂମିରେ ପହଞ୍ଚେ ଓ ସବାରା , ଖୋଲାପୁର ଦେଇ ପରିଶେଷରେ ହାଜିରା - କଲିକତା ଜାତୀୟ ରାଜପଥ 6 ରେ ନଣ୍ଡାଗାଓଠାରେ ମିଶ୍ରଣ ହୁଏ ।.[୧][୨]
ଆଧାର
[ସମ୍ପାଦନା]- ↑ "Buldhana District". Archived from the original on 2011-07-16. Retrieved 2016-12-02.
- ↑ "ଆର୍କାଇଭ୍ କପି". Archived from the original on 2011-07-16. Retrieved 2016-12-02.
{{cite web}}: Cite has empty unknown parameter:|1=(help)
ପୁନଶ୍ଚ ଦେଖଣା
[ସମ୍ପାଦନା]- List of State Highways in Maharashtra