ରାଜେଶ ଯୋଶୀ

ଉଇକିପିଡ଼ିଆ‌ରୁ
ରାଜେଶ ଯୋଶୀ
ଜନ୍ମ(1968-07-31)୩୧ ଜୁଲାଇ ୧୯୬୮
ମୃତ୍ୟୁ୧୨ ଜାନୁଆରୀ ୧୯୯୮(1998-01-12) (ବୟସ ୨୯)
ମୁମ୍ବାଇ, ମହାରାଷ୍ଟ୍ର ଭାରତ
ବୃତ୍ତିସମୂହ
  • ଅଭିନେତା
  • କଥାଚିତ୍ର ପ୍ରଯୋଜକ
ବୈବାହିକ-ସାଥୀଫାଲଗୁନି ଯୋଶୀ
ସମ୍ପର୍କୀୟମନୋଜ ଯୋଶୀ (ଭାଇ)

ରାଜେଶ ଯୋଶୀ (୩୧ ଜୁଲାଇ ୧୯୬୮ – ୧୨ ଜାନୁଆରୀ ୧୯୯୮) ଜଣେ ଭାରତୀୟ କଥାଚିତ୍ର ଓ ଥିଏଟର ଅଭିନେତା ଥିଲେ ଯିଏକି ରଙ୍ଗୀଲା (୧୯୯୫) ଓ ସରଫରୋଶ (୧୯୯୯) ଆଦି ହିନ୍ଦୀ କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[୧][୨]

୧୯୯୮ ମସିହାର ଜାନୁଆରୀ ୧୧ ତାରିଖରେ ସେ କାର ଦୁର୍ଘଟଣାରେ ଆହାତ ହୋଇଥିଲେ ଏବଂ ତା' ପରଦିନ ୨୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲେ ।[୩] ତାଙ୍କ ମୃତ୍ୟୁ ପରେ ତାଙ୍କ ଅଭିନୀତ ଶେଷ କଥାଚିତ୍ର ସତ୍ୟା ମୁକ୍ତିଲାଭ କରିଥିଲା । ସେ ଅଭିନେତା ମନୋଜ ଯୋଶୀଙ୍କ ସାନ ଭାଇ ଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଆନ୍ଥମ୍ (୧୯୯୧)
  • ରଙ୍ଗୀଲା (୧୯୯୫)
  • ତେରେ ମେରେ ସପ୍ନେ (୧୯୯୬)
  • ଆଫ୍ଲାଟୁନ୍ (୧୯୯୭)
  • ସତ୍ୟା (୧୯୯୮)
  • ସରଫରୋଶ (୧୯୯୯)
  • ଲାବାରିସ୍ (୧୯୯୯)
  • ଖୌଫ (୨୦୦୦)

ଆଧାର[ସମ୍ପାଦନା]

  1. "Manoj Joshi (Actor) Age, Wife, Children, Family, Biography, Facts & More » StarsUnfolded". starsunfolded.com (in ବ୍ରିଟିଶ୍‌ ଇଂରାଜୀ). Retrieved 2023-09-08.
  2. "Rajesh Joshi (actor)". Alchetron.com (in ଆମେରିକୀୟ ଇଂରାଜୀ). 2017-08-18. Retrieved 2023-09-08.
  3. "Rajesh Joshi (actor), Date of Birth, Place of Birth, Date of Death". www.bornglorious.com. Retrieved 2023-09-08.
  4. "Manoj Joshi Best Movies and Shows List from 1992 to 2023". www.digitbinge.in (in ଇଂରାଜୀ). Archived from the original on 2023-09-08. Retrieved 2023-09-08.

ବାହାର ଆଧାର[ସମ୍ପାଦନା]