ରାଜେଶ୍ୱରୀ ଦତ୍ତ

ଉଇକିପିଡ଼ିଆ‌ରୁ
ରାଜେଶ୍ୱରୀ ଦତ୍ତ
ଜନ୍ମ (1988-09-22) ୨୨ ସେପ୍ଟେମ୍ବର ୧୯୮୮ (ବୟସ ୩୫)
ଜାତୀୟତାIndian
ବୃତ୍ତିActress
ସକ୍ରିୟ ବର୍ଷ2014 –present
ପ୍ରସିଦ୍ଧିJamai Raja, Tujhse Hai Raabta , Meri Hanikarak Biwi

ରାଜେଶ୍ୱରୀ ଦତ୍ତ (ଜନ୍ମ: ୨୨ ସେପ୍ଟେମ୍ବର ୧୯୮୮) ଜଣେ ଭାରତୀୟ ଅଭିନେତ୍ରୀ । ସେ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ ଜମାଇ ରାଜା ଓ ତୁଝସେ ହୈ ରାବତା ପାଇଁ ସେ ଜଣାଶୁଣା ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୨୨ ସେପ୍ଟେମ୍ବର ୧୯୮୮ରେ କଲିକତା

ରେ ଜନ୍ମଗ୍ରହଣ କରିଥିଲେ । ଆସାମସ୍ଥିତ ଜୋରହାଟରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବ ପରେ ସେ କଲିକତାର ଯୋଗମାୟା ଦେବୀ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଦେବଦୂତ, ୨୦୦୪[୨]
  • ମେଘୋର ସବି, ୨୦୧୪[୩]
  • ମଧୁ ଲଗନ

ଦୂରଦର୍ଶନ[ସମ୍ପାଦନା]

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍
୨୦୧୪ ଫିର୍ ଜିନେ କି ତମନ୍ନା ହୈ ବେଦିକା ସାହାରା ୱାନ୍
୨୦୧୪–୨୦୧୭ ଜମାଇ ରାଜା ମିତୁଲ ସେନଗୁପ୍ତା [୪] ଜି ଟିଭି
୨୦୧୮–୨୦୨୧ ତୁଝସେ ହୈ ରାବତା ଅପର୍ଣ୍ଣା ଦେଶମୁଖ [୫] ଜି ଟିଭି
୨୦୧୯ ମେରି ହାନିକାରକ ବିବି ଚନ୍ଦା [୬] ଆଣ୍ଡ ଟିଭି
୨୦୨୧–୨୦୨୨ ବିଦ୍ରୋହି ପନ୍ତରା ଦେବୀ [୭] ଷ୍ଟାରପ୍ଲସ୍
୨୦୨୨-୨୦୨୩ କର୍ପୋରେଟ୍ ସରପଞ୍ଚ ଅଙ୍କିତା ଡିଡି ନ୍ୟାସନାଲ୍

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା
୨୦୧୮ ମ୍ୟାଡ୍ ନ୍ୟୁଜ୍ ଚୁଟକି ଦେବୀ

ଖୁଲି ମୁଖାର୍ଜୀ

ଆଧାର[ସମ୍ପାଦନା]

  1. "Rajeshwari Datta Says, "I Had Never Played A Character Like In Tujhse Hai Raabta Before"". Bollyy. 13 November 2018. Retrieved 19 January 2022.
  2. "Rajeshwari Datta". TVGuide.com (in ଇଂରାଜୀ). Retrieved 19 January 2022.
  3. "FlixCatalog | Meghor Sobi (2014)". Archived from the original on 19 January 2022. Retrieved 19 January 2022.
  4. "Rajeshwari Dutta enjoys playing negative roles on screen - Times of India". The Times of India (in ଇଂରାଜୀ). Retrieved 19 January 2022.
  5. Team, Tellychakkar. "Rajeshwari Datta opens up on her role in Tujhse Hai Raabta". Tellychakkar.com (in ଇଂରାଜୀ). Retrieved 19 January 2022.
  6. "Rajeshwari Datta to enter &TV's Meri Hanikarak Biwi". IWMBuzz (in ଇଂରାଜୀ). 27 August 2019. Retrieved 19 January 2022.
  7. "The last day of the shoot was a memorable one and everyone was left teary-eyed, says Rajeshwari Datta as Vidrohi ends on March 5 - Times of India". The Times of India (in ଇଂରାଜୀ). Retrieved 19 May 2022.

ବାହାର ଲିଙ୍କ୍[ସମ୍ପାଦନା]