ରାଜେଶ୍ୱରୀ ଦତ୍ତ
ଦେଖଣା
ରାଜେଶ୍ୱରୀ ଦତ୍ତ | |
---|---|
ଜନ୍ମ | |
ଜାତୀୟତା | Indian |
ବୃତ୍ତି | Actress |
ସକ୍ରିୟ ବର୍ଷ | 2014 –present |
ପ୍ରସିଦ୍ଧି | Jamai Raja, Tujhse Hai Raabta , Meri Hanikarak Biwi |
ରାଜେଶ୍ୱରୀ ଦତ୍ତ (ଜନ୍ମ: ୨୨ ସେପ୍ଟେମ୍ବର ୧୯୮୮) ଜଣେ ଭାରତୀୟ ଅଭିନେତ୍ରୀ । ସେ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ ଜମାଇ ରାଜା ଓ ତୁଝସେ ହୈ ରାବତା ପାଇଁ ସେ ଜଣାଶୁଣା ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୨୨ ସେପ୍ଟେମ୍ବର ୧୯୮୮ରେ କଲିକତା
ରେ ଜନ୍ମଗ୍ରହଣ କରିଥିଲେ । ଆସାମସ୍ଥିତ ଜୋରହାଟରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବ ପରେ ସେ କଲିକତାର ଯୋଗମାୟା ଦେବୀ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ଦୂରଦର୍ଶନ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ |
---|---|---|---|
୨୦୧୪ | ଫିର୍ ଜିନେ କି ତମନ୍ନା ହୈ | ବେଦିକା | ସାହାରା ୱାନ୍ |
୨୦୧୪–୨୦୧୭ | ଜମାଇ ରାଜା | ମିତୁଲ ସେନଗୁପ୍ତା [୪] | ଜି ଟିଭି |
୨୦୧୮–୨୦୨୧ | ତୁଝସେ ହୈ ରାବତା | ଅପର୍ଣ୍ଣା ଦେଶମୁଖ [୫] | ଜି ଟିଭି |
୨୦୧୯ | ମେରି ହାନିକାରକ ବିବି | ଚନ୍ଦା [୬] | ଆଣ୍ଡ ଟିଭି |
୨୦୨୧–୨୦୨୨ | ବିଦ୍ରୋହି | ପନ୍ତରା ଦେବୀ [୭] | ଷ୍ଟାରପ୍ଲସ୍ |
୨୦୨୨-୨୦୨୩ | କର୍ପୋରେଟ୍ ସରପଞ୍ଚ | ଅଙ୍କିତା | ଡିଡି ନ୍ୟାସନାଲ୍ |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା |
---|---|---|
୨୦୧୮ | ମ୍ୟାଡ୍ ନ୍ୟୁଜ୍ | ଚୁଟକି ଦେବୀ
ଖୁଲି ମୁଖାର୍ଜୀ |
ଆଧାର
[ସମ୍ପାଦନା]- ↑ "Rajeshwari Datta Says, "I Had Never Played A Character Like In Tujhse Hai Raabta Before"". Bollyy. 13 November 2018. Retrieved 19 January 2022.
- ↑ "Rajeshwari Datta". TVGuide.com (in ଇଂରାଜୀ). Retrieved 19 January 2022.
- ↑ "FlixCatalog | Meghor Sobi (2014)". Archived from the original on 19 January 2022. Retrieved 19 January 2022.
- ↑ "Rajeshwari Dutta enjoys playing negative roles on screen - Times of India". The Times of India (in ଇଂରାଜୀ). Retrieved 19 January 2022.
- ↑ Team, Tellychakkar. "Rajeshwari Datta opens up on her role in Tujhse Hai Raabta". Tellychakkar.com (in ଇଂରାଜୀ). Retrieved 19 January 2022.
- ↑ "Rajeshwari Datta to enter &TV's Meri Hanikarak Biwi". IWMBuzz (in ଇଂରାଜୀ). 27 August 2019. Retrieved 19 January 2022.
- ↑ "The last day of the shoot was a memorable one and everyone was left teary-eyed, says Rajeshwari Datta as Vidrohi ends on March 5 - Times of India". The Times of India (in ଇଂରାଜୀ). Retrieved 19 May 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାଜେଶ୍ୱରୀ ଦତ୍ତ