ରାଜେନ୍ଦ୍ର କୁମାର ଦାସ

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର କୁମାର ଦାସ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀମନମୋହନ ସାମଲ
ପର ଅଧିକାରୀମୁକ୍ତିକାନ୍ତ ମଣ୍ଡଳ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1969-05-08) ୮ ମଇ ୧୯୬୯ (ବୟସ ୫୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକୁନମୁନ ଦାସ
ସନ୍ତାନ୧ ଝିଅ
ବାପା/ବୋଉଚକ୍ରଧର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜେନ୍ଦ୍ର କୁମାର ଦାସ (ଜନ୍ମ: ୮ ମଇ ୧୯୬୯ ) ଜଣେ ଓଡ଼ିଆ ରାଜନୀତିଜ୍ଞ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳ ଟିକେଟରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରାଜେନ୍ଦ୍ର କୁମାର ଦାସ ୧୯୬୯ ମସିହାର ମଇ ମାସ ୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଚକ୍ରଧର ଦାସ । ରାଜେନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ କୁନମୁନ ଦାସ । ଏହି ଦମ୍ପତ୍ତିଙ୍କର ଗୋଟିଏ ଝିଅ ଅଛି ।

ରାଜନୈତିକ ଜୀବନ[ସମ୍ପାଦନା]

ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ[୩] ହେବା ପୂର୍ବରୁ ରାଜେନ୍ଦ୍ର ଭଦ୍ରକ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସଭାପତି ଥିଲେ ।

ଆଧାର[ସମ୍ପାଦନା]

  1. "Shri Rajendra Kumar Das". odishaassembly.nic.in. Odisha Assembly. Retrieved 23 April 2019.
  2. "MLA Rajendra Kumar Das Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-23.
  3. "MLA Rajendra Kumar Das Profile | DHAMNAGAR Constituency". odishahelpline.com. Retrieved 2019-04-23.