ରାଜେନ୍ଦ୍ର କୁମାର ଦାସ
ଦେଖଣା
ରାଜେନ୍ଦ୍ର କୁମାର ଦାସ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ମନମୋହନ ସାମଲ |
ପର ଅଧିକାରୀ | ମୁକ୍ତିକାନ୍ତ ମଣ୍ଡଳ |
ନିର୍ବାଚନ ମଣ୍ଡଳୀ | ଧାମନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ମଇ ୧୯୬୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କୁନମୁନ ଦାସ |
ସନ୍ତାନ | ୧ ଝିଅ |
ବାପା/ବୋଉ | ଚକ୍ରଧର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜେନ୍ଦ୍ର କୁମାର ଦାସ (ଜନ୍ମ: ୮ ମଇ ୧୯୬୯ ) ଜଣେ ଓଡ଼ିଆ ରାଜନୀତିଜ୍ଞ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳ ଟିକେଟରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ରାଜେନ୍ଦ୍ର କୁମାର ଦାସ ୧୯୬୯ ମସିହାର ମଇ ମାସ ୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଚକ୍ରଧର ଦାସ । ରାଜେନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ କୁନମୁନ ଦାସ । ଏହି ଦମ୍ପତ୍ତିଙ୍କର ଗୋଟିଏ ଝିଅ ଅଛି ।
ରାଜନୈତିକ ଜୀବନ
[ସମ୍ପାଦନା]ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ[୩] ହେବା ପୂର୍ବରୁ ରାଜେନ୍ଦ୍ର ଭଦ୍ରକ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସଭାପତି ଥିଲେ ।
ଆଧାର
[ସମ୍ପାଦନା]- ↑ "Shri Rajendra Kumar Das". odishaassembly.nic.in. Odisha Assembly. Retrieved 23 April 2019.
- ↑ "MLA Rajendra Kumar Das Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-23.
- ↑ "MLA Rajendra Kumar Das Profile | DHAMNAGAR Constituency". odishahelpline.com. Retrieved 2019-04-23.