ରାଜସାହୀ ଜିଲ୍ଲା
ଛାଞ୍ଚ:Infobox Bangladesh districtରାଜସାହୀ ଜିଲ୍ଲା (ବଙ୍ଗଳା: রাজশাহী জেলা)ବାଂଲାଦେଶର ଉତ୍ତର ପଶ୍ଚିମରେ ଥିବା ଏକ ଜିଲ୍ଲା । ଏହା ରାଜଶହି ଡିଭିଜନର ଅନର୍ଗତ । ଏହାର ମୁଖ୍ୟାଳୟ ରାଜସାହି ମେଟ୍ରୋ ସହର । [୧]
ଭୌଗୋଳିକ ସ୍ଥିତି [ସମ୍ପାଦନା]
ରାଜଶହିର ଭୌଗୋଳିକ ଅବସ୍ଥିତ BD 24.40°N 88.50°E ଠାରେ । ଏହାର ଉତ୍ତରରେ ନାଅଗାଁ, ପୂର୍ବକୁ ନାଟୋରେ ଜିଲା ଓ ଦକ୍ଷିଣରେ ନବାବଦବ୍ଜ ଜିଲ୍ଲା ଓ ପଦ୍ମାନଦୀ ରହିଛି ।
Rivers[ସମ୍ପାଦନା]
ଏହି ଜିଲ୍ଲା ଦେଇ ସମୁଦାଯ 146 କିଲୋମିଟର ଦୀର୍ଘ 10ଟି ନଦୀ ପ୍ରବାହିତ । ଏଠି ମଧ୍ୟରୁ ମହାନନ୍ଦା , ବରାଳ , ପଦ୍ମା ଓ ବରଣୟ ନଦୀ ପ୍ରମୁଖ ।
Communications[ସମ୍ପାଦନା]
ଏହି ଜିଲ୍ଲାରେ ସମୁଦାଯ 1270 କିଲୋମିଟର ପକ୍କା ରାସ୍ତା ସହ 6ଟି ରେଳପଥ ଯାଇଛି । ଏହା ଦେଶର ଅନନ୍ୟ ଭାଗ ସହ ଉତ୍ତମ ଭାବରେ ସଂଯୁକ୍ତ ।
ଶିଳ୍କ ସହର [ସମ୍ପାଦନା]
ଏହାକୁ ବାଂଲାଦେଶର ଶିଳ୍କ ସହର କୁହାଯାଏ । ଏଠାରେ ଶିଳ୍କ ଶିଳ୍ପ ରହିଛି ଓ ଏଠାରୁ ଏକ ଏକ୍ସପ୍ରେସ ଟ୍ରେନକୁ ଶିଳ୍କ ଏକ୍ସପ୍ରେସ ନାମରେ ନମିତା କରାଯାଇଛି । ରାଜଶହି ଜିଲ୍ଲା ଆମ୍ବ ଚାଷ ଓ ଶିଳ୍କ ଚାଷ ପାଇଁ ପ୍ରସିଦ୍ଧ ।
ଦର୍ଶନୀୟ ସ୍ଥଳ [ସମ୍ପାଦନା]
- ପୁଠିଆ ମନ୍ଦିର
- ହଜରତ ଶାହ କବର
- କିସ୍ମତ ମଡିଆ ମସ୍ଜିଦ
- ଭଘା ମସଜିଦ
- ବଗଧନୀ ମସଜିଦ
- ବଡା କୁଠି
- ତଲନୋ ଶିବ ମନ୍ଦିର
ପୁନଶ୍ଚ ଦେଖଣା [ସମ୍ପାଦନା]
- Districts of Bangladesh
- Faridpur District
- Rajbari District