ରାଜସାହୀ ଜିଲ୍ଲା

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox Bangladesh districtରାଜସାହୀ ଜିଲ୍ଲା  (ବଙ୍ଗଳା: রাজশাহী জেলা)ବାଂଲାଦେଶର ଉତ୍ତର ପଶ୍ଚିମରେ ଥିବା ଏକ ଜିଲ୍ଲା । ଏହା ରାଜଶହି ଡିଭିଜନର ଅନର୍ଗତ । ଏହାର ମୁଖ୍ୟାଳୟ ରାଜସାହି ମେଟ୍ରୋ ସହର । [୧]

ଭୌଗୋଳିକ ସ୍ଥିତି [ସମ୍ପାଦନା]

ରାଜଶହିର ଭୌଗୋଳିକ ଅବସ୍ଥିତ BD 24.40°N 88.50°E ଠାରେ । ଏହାର ଉତ୍ତରରେ ନାଅଗାଁ, ପୂର୍ବକୁ ନାଟୋରେ ଜିଲା ଓ ଦକ୍ଷିଣରେ ନବାବଦବ୍ଜ ଜିଲ୍ଲା ଓ ପଦ୍ମାନଦୀ ରହିଛି । 

Rivers[ସମ୍ପାଦନା]

ଏହି ଜିଲ୍ଲା ଦେଇ ସମୁଦାଯ 146 କିଲୋମିଟର ଦୀର୍ଘ 10ଟି ନଦୀ ପ୍ରବାହିତ । ଏଠି ମଧ୍ୟରୁ ମହାନନ୍ଦା , ବରାଳ , ପଦ୍ମା ଓ ବରଣୟ ନଦୀ ପ୍ରମୁଖ । 

Communications[ସମ୍ପାଦନା]

Rajshahi railway station

ଏହି ଜିଲ୍ଲାରେ ସମୁଦାଯ 1270 କିଲୋମିଟର ପକ୍କା ରାସ୍ତା ସହ 6ଟି ରେଳପଥ ଯାଇଛି । ଏହା ଦେଶର ଅନନ୍ୟ ଭାଗ ସହ ଉତ୍ତମ ଭାବରେ ସଂଯୁକ୍ତ । 

ଶିଳ୍କ ସହର [ସମ୍ପାଦନା]

ଏହାକୁ ବାଂଲାଦେଶର ଶିଳ୍କ ସହର କୁହାଯାଏ । ଏଠାରେ ଶିଳ୍କ ଶିଳ୍ପ ରହିଛି ଓ ଏଠାରୁ ଏକ ଏକ୍ସପ୍ରେସ ଟ୍ରେନକୁ ଶିଳ୍କ ଏକ୍ସପ୍ରେସ ନାମରେ ନମିତା କରାଯାଇଛି । ରାଜଶହି ଜିଲ୍ଲା ଆମ୍ବ ଚାଷ ଓ ଶିଳ୍କ ଚାଷ ପାଇଁ ପ୍ରସିଦ୍ଧ । 

ଦର୍ଶନୀୟ ସ୍ଥଳ [ସମ୍ପାଦନା]

  • ପୁଠିଆ ମନ୍ଦିର
  • ହଜରତ ଶାହ କବର
  • କିସ୍ମତ ମଡିଆ ମସ୍ଜିଦ
  • ଭଘା ମସଜିଦ
  • ବଗଧନୀ ମସଜିଦ
  • ବଡା କୁଠି
  • ତଲନୋ ଶିବ ମନ୍ଦିର

ପୁନଶ୍ଚ ଦେଖଣା [ସମ୍ପାଦନା]

  • Districts of Bangladesh
  • Faridpur District
  • Rajbari District

ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2010-01-31. Retrieved 2016-12-22. {{cite web}}: Cite has empty unknown parameter: |1= (help)