ରାଜବିର କୌର
ଦେଖଣା
ରାଜବିର କୌର, ଜଣେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟକ । ସେ ଭାରତୀୟ ରାଜ୍ୟ ପଞ୍ଜାବର ଚଣ୍ଡୀଗଡ଼ ସହର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ 1984 ମସିହାରେ ଅର୍ଜୁନ ପୁରସ୍କାର[୧][୨] ପ୍ରଦାନ କରାଯାଇଥିଲା ।
ରାଜବିର ଏକ ମାତ୍ର ମହିଳା ହକି ଖେଳାଳି ଯେ କି କ୍ରମାଗତ 4ଟି ଏସୀୟ କ୍ରୀଡ଼ାରେ ଭାରତ ପାଇଁ ହକି ଖେଳିଥିଲେ । ସେ ୧୯୮୨ , ୧୯୮୫, ୧୯୯୦ ଓ ୧୯୯୪ ମସିହା ଏସୀୟ କ୍ରୀଡ଼ାରେ ଭରତ ତରଫରୁ ଖେଳିଥିଲେ ।
ଆଧାର
[ସମ୍ପାଦନା]- ↑ "Former hockey captain Rajbir Kaur leads latest revolt in AAP over 'ticket sale' for Punjab polls". Hindustan Times. Retrieved 19 February 2017.
- ↑ "Introduced in 1961 to recognize Outstanding Players". Hockey India. Archived from the original on 11 June 2016. Retrieved 19 February 2017.