ରାଜବିର କୌର

ଉଇକିପିଡ଼ିଆ‌ରୁ

ରାଜବିର କୌର,  ଜଣେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟକ । ସେ ଭାରତୀୟ ରାଜ୍ୟ ପଞ୍ଜାବର ଚଣ୍ଡୀଗଡ଼ ସହର  ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ 1984 ମସିହାରେ ଅର୍ଜୁନ ପୁରସ୍କାର[୧][୨] ପ୍ରଦାନ କରାଯାଇଥିଲା । 

ରାଜବିର ଏକ ମାତ୍ର ମହିଳା ହକି ଖେଳାଳି ଯେ କି କ୍ରମାଗତ 4ଟି ଏସୀୟ କ୍ରୀଡ଼ାରେ ଭାରତ ପାଇଁ ହକି ଖେଳିଥିଲେ । ସେ ୧୯୮୨ , ୧୯୮୫, ୧୯୯୦ ଓ ୧୯୯୪ ମସିହା ଏସୀୟ  କ୍ରୀଡ଼ାରେ ଭରତ ତରଫରୁ ଖେଳିଥିଲେ । 

ଆଧାର [ସମ୍ପାଦନା]

  1. "Former hockey captain Rajbir Kaur leads latest revolt in AAP over 'ticket sale' for Punjab polls". Hindustan Times. Retrieved 19 February 2017.
  2. "Introduced in 1961 to recognize Outstanding Players". Hockey India. Archived from the original on 11 June 2016. Retrieved 19 February 2017.