ରୁଆଣ୍ଡା

ଉଇକିପିଡ଼ିଆ‌ରୁ
(ରଵାଣ୍ଡାରୁ ଲେଉଟି ଆସିଛି)
Republic of Rwanda

[Repubulika y'u Rwanda] Error: {{Lang}}: text has italic markup (help)
[République du Rwanda] Error: {{Lang}}: text has italic markup (help)
The flag of Rwanda: blue, yellow and green stripes with a yellow sun in top right corner
The seal of Rwanda: central tribal devices, surmounted on a cog wheel and encircled by a square knot
Flag Seal
ରାଷ୍ଟ୍ରାଦର୍ଶ: "Ubumwe, Umurimo, Gukunda Igihugu"
"Unity, Work, Patriotism"
ଜାତୀୟ ସଙ୍ଗୀତ: [Rwanda nziza] Error: {{Lang}}: text has italic markup (help)
Beautiful Rwanda
Location of  ରୁଆଣ୍ଡା  (dark blue) – in Africa  (light blue & dark grey) – in the African Union  (light blue)
Location of  ରୁଆଣ୍ଡା  (dark blue)

– in Africa  (light blue & dark grey)
– in the African Union  (light blue)

Location of Rwanda
ରାଜଧାନୀ
and largest city
Kigali
ବୃହତ୍ତମ ସହରKigali
ସରକାରୀ ଭାଷା
ଜାତି
ଜାତୀୟତା
  • Rwandan
  • Rwandese
GovernmentSemi-presidential constitutional republic
• President
Paul Kagame
Anastase Murekezi
ବିଧାନ ମଣ୍ଡଳParliament
• ଉଚ୍ଚ ସଦନ
Senate
• ନିମ୍ନ ସଦନ
Chamber of Deputies
Independence
• from Belgium
1 July 1962
କ୍ଷେତ୍ରଫଳ
• ମୋଟ
26,338 km2 (10,169 sq mi) (149th)
• ଜଳଭାଗ (%)
5.3
ଲୋକସଂଖ୍ୟା
• July 2013 estimate
12,012,589[୧] (81st)
• 2012 census
10,515,973[୨]
• ଘନତା
419.8/km2 (1,087.3/sq mi) (29th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2013 estimate
• ମୋଟ
$16.368 billion[୩]
• ମୁଣ୍ଡପିଛା
$1,538[୩]
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2013 estimate
• ମୋଟ
$7.431 billion[୩]
• ମୁଣ୍ଡପିଛା
$698[୩]
ଜିନି ଗୁଣାଙ୍କ  (2011)50.8[୪]
high
ମାନବ ବିକାଶ ସୂଚନାଙ୍କ (2013)Steady 0.506[୫]
low · 151st
ମୁଦ୍ରାRwandan franc (RWF)
ସମୟ ମଣ୍ଡଳUTC+2 (CAT)
• Summer (DST)
UTC+2 (not observed)
ରାସ୍ତା ଚାଲିବା ପାଖright
ଟେଲିଫୋନ କୋଡ଼+250
Internet TLD.rw

ରବାଣ୍ଡା ପୂର୍ବ ଆଫ୍ରିକାରେ ଥିବା ଏକ ଦେଶ। ଜନସଂଖ୍ୟା ଏକ କୋଟି ଷୋହଳ ଲକ୍ଷ । ଏହି ଦେଶ ଯୁବକମାନଙ୍କର ଦେଶ କାରଣ ମୋଟ ଜନସଂଖ୍ୟାର ୪୨ %ଙ୍କର ବୟସ ୧୫ ବର୍ଷରୁ କମ୍ ଏବଂ ପ୍ରାୟ ୯୭ %ଙ୍କ ବୟସ ୬୫ ବର୍ଷରୁ କମ। ରୁଆଣ୍ଡାରେ ମୁଖ୍ୟତଃ ତିନି ଜାତିର ଲୋକ ବାସ କରନ୍ତି ହୁତୁ, ତୁତସି ଏବଂ ତ୍ୱାଆ ! । ଭାରତରେ ହିନ୍ଦୁମାନଙ୍କ ଭଳି ରୁଆଣ୍ଡାରେ ହୁତୁମାନଙ୍କର ଜନସଂଖ୍ୟା ମୋଟ ଜନସଂଖ୍ୟାର ୮୪% । ତୁତସୀ ଏବଂ ତ୍ୱାଆଙ୍କ ଜନସଂଖ୍ୟା କ୍ରମାନୁସାରେ ୧୫ ଏବଂ ୧% !। ୟୁରୋପୀୟ ପ୍ରଭୂତ୍ୱ ପୂର୍ବରୁ ରୁଆଣ୍ଡାରେ ତୁତସୀ ଜାତିର ଲୋକ ରାଜୁତି କରୁଥିଲେ ଏବଂ ସଂଖ୍ୟା ଗରିଷ୍ଠ ହୁତୁ ଜାତି ସେମାନଙ୍କୁ ଶାସନରେ ସାହାଯ୍ୟ କରୁଥିଲେ । ହୁତୁ ଜାତିର ଅଧିକାଂଶ ଲୋକ କୃଷି କରୁଥିଲେ । ରୁଆଣ୍ଡାର ଆଦିମ ଅଧିବାସୀ ତ୍ୱାଆ ଜଙ୍ଗଲରେ ରହୁଥଲେ । ପାର୍ବତୀୟ ସୌନ୍ଦଯ୍ୟ ଭରା ରୁଆଣ୍ଡା ବେଲଜିୟମଠାରୁ ସ୍ୱତନ୍ତ୍ର ହେଲାପରେ ନେତୃତ୍ୱ ପାଇଁ ହୁତୁ ଏବଂ ତୁତସି ଜାତି ଭିତରେ ସଂଘର୍ଷ ହେଲା । ତୁତସୀମାନେ ହାରିଯାଇ ପଡୋଶୀ ଦେଶରେ ନିର୍ବାସିତ ଜୀବନ ବିତାଇଲେ । ତୁତସି ଜାତିର ଲୋକମାନେ କଟରବାଦୀ ସାଜିଲେ ସରକାରୀ ସମ୍ପତ୍ତି ଲୁଟିଲେ ହୁତୁଲୋକଙ୍କୁ ହତ୍ୟା କଲେ । ଆର ପ୍ରତିକାରରେ ହୁତୁ ଜାତୀର ଲୋକ ନରସଂହାର କରିବା ଆରମ୍ଭ କରିଦେଲେ । ଦିର୍ଘଦିନର ଗୃହଯୁଦ୍ଧ ପରେ ୧୯୯୪ ଏପ୍ରିଲ ୬ ତାରିଖରେ ରାଜଧାନୀ କିଗାଲୀରେ ଏକ ଶାନ୍ତି ସଭାର ଆୟୋଜନ କରାଗଲା । ଦୂର୍ଭାଗ୍ୟକୁ ଏହି ସଭାରେ ରାଷ୍ଟ୍ରପତି ହବିଅରିମାନା ଏବଂ ହୁତୁ ରାଷ୍ଟ୍ରପତି ସିପ୍ରେନ୍ଙ୍କ ହତ୍ୟା ପରେ ରକ୍ତପାତ ଆରମ୍ଭ ହେଇଗଲା । ଦେଶର ମୋଟ ଜନସଂଖ୍ୟାରୁ ୨୦% ଲୋକ ହଣାହେଲେ । ସେ ସମୟର ସରକାର ମଧ୍ୟ ହୁତୁ ଜାତି ସପକ୍ଷରେ ଥିଲା । ତୁତସୀ ଜାତି ପ୍ରତି ଘୃଣା ଏତେ ବଢିଯାଇଥିଲା ଯେ ଯିଏ ତୁତସୀମାନଙ୍କ ସପକ୍ଷରେ କହୁଥିଲା ତାକୁ ବି ମାରିଦିଆଯାଉଥିଲା । ଦଙ୍ଗା ହେବାର ୨୦ ବର୍ଷ ବିତିଗଲାଣି । ଦୁଇ ଜାତିର ଲୋକଙ୍କ ପ୍ରଚେଷ୍ଟା ଫଳରେ ଆଜି ରୁୱାଣ୍ଡାରେ ଶାନ୍ତି ବିରାଜମାନ କରୁଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଜିକାଲି ରୁୱାଣ୍ଡାରେ ତୁତସୀ ସରକାର ଚାଲିଛି । ସରକାରୀ କ୍ଷେତ୍ରରେ ୫୫% ମହିଳାମାନେ କାର୍ଯ୍ୟ କରୁଛନ୍ତି ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]

  1. CIA (IV) 2013.
  2. National Census Service 2012, p. 16.
  3. ୩.୦ ୩.୧ ୩.୨ ୩.୩ IMF (II) 2013.
  4. "Gini Index". World Bank. Retrieved 2 March 2011.
  5. "2014 Human Development Report Summary" (PDF). United Nations Development Programme. 2014. pp. 21–25. Retrieved 27 July 2014.

ବାହାର ତଥ୍ୟ[ସମ୍ପାଦନା]

Government

General

Tourism