ରମେଶ ସକସେନା

ଉଇକିପିଡ଼ିଆ ରୁ
Jump to navigation Jump to search
ରମେଶ ସକସେନା
ଖେଳାଳିଙ୍କ ତଥ୍ୟ
ବ୍ୟାଟିଙ୍ଗ ପ୍ରକାର Right-hand bat
ବୋଲିଂ ପ୍ରକାର Legbreak
ବିଶ୍ଵ ତଥ୍ୟ
ନିଜ ଦେଶ ପଟ Indian କ୍ରିକେଟ ଦଳ
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Tests First-class
ମ୍ୟାଚ 1 149
ରନ 25 8155
ବ୍ୟାଟିଙ୍ଗ ଆଭରେଜ 12.50 40.37
ଶତକ/ଅର୍ଦ୍ଧଶତକ -/- 17/42
ସବୁଠୁ ବେସି ସ୍କୋର 16 202*
ଡେଲିଭରି ବଲ 12 1716
ଉଇକେଟ - 33
Bowling average - 28.27
5 wickets in innings - -
10 wickets in match - -
Best bowling - 4/24
Catches/stumpings -/- 65/-
Source: [୧], {{{date}}}

ରମେଶ ଚାନ୍ଦ ସକସେନା  ଶବଦ ବିଷୟରେ pronunciation  (20 ସେପ୍ଟେମ୍ବର 1944- 16 ଅଗଷ୍ଟ 2011 ),[୧] ଜଣେ ଭାରତୀୟ କେଇକେଟ ଖେଳାଳି । ସେ ଭାରତ ପାଇ ଗୋଟିଏ ଟେଷ୍ଟ 1967 ମସିହାରେ ଖେଳିଥିଲେ । 

ପ୍ରଥମ ଶ୍ରେଣୀ ଅବଦାନ [ସମ୍ପାଦନା]

16 ବର୍ଷ ବଯଶରେ ରମେଶ ଦିଲ୍ଲୀ ପାଇଁ 1960/61 ସିଜନରେ ରଣଜୀ ଖେଳି ତାଙ୍କର ପ୍ରଥମ ଶ୍ରେଣୀ ଖେଳ ଆରମ୍ଭ କରିଥିଲେ । ସେ ଦକ୍ଷିଣ ପଞ୍ଜାବ ବିରୁଦ୍ଧରେ ପ୍ରଥମ ମେଚରେ 113 ରନ କରିଥିଲେ । 

ଟେଷ୍ଟ ଅବଦାନ [ସମ୍ପାଦନା]

ଇଂଲଣ୍ଡର ଲିଡ୍ସଠାରେ 1967 ମସିହାରେ ରମେଶ ତାଙ୍କର ଟେଷ୍ଟ ଖେଳି ଥିଲେ ।ପ୍ରଥମ ଇନିଂସରେ ଇଂଲଣ୍ଡ ବୟକଟଙ୍କ 246 ରନ ବଳରେ 550/4 କରିଥିଲା ଏଥିରେ ସକସେନା 2 ଓଭର ବୋଲିଂ କରିଥିଲେ । ତାହା ପରେ ରମେଶ ଫରୁଖ ଇଞ୍ଜିନିଅରଙ୍କ ସହ ଇନିଂସ ଆରମ୍ଭ କରି ମାତ୍ର 9 ରନ କରି ଆଉଟ ହେଇଥିଲେ ଓ ଭାରତ 164 ରନ କରିପାରିଥିଲା । ଫଲ୍ଲୋ ଅନ ହେଇ ଦ୍ୱିତୀୟ ଇନିଂସରେ 510 କରିଥିଲା , କିନ୍ତୁ ମେଚ ହାରି ଯାଇଥିଲା । ଦ୍ୱିତୀୟ ଇନିଂସରେ ସକସେନା ମାତ୍ର 16 ରନ କରି ଦଳରୁ ବାହାରି ଯାଇଥିଲେ ।  

ଆଧାର [ସମ୍ପାଦନା]

  1. "Former India batsman Ramesh Saxena dies" Retrieved 15 September 2013.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]