ରମେଶ ସକସେନା
ଦେଖଣା
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Legbreak | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ରମେଶ ଚାନ୍ଦ ସକସେନା pronunciation (help·info) (20 ସେପ୍ଟେମ୍ବର 1944- 16 ଅଗଷ୍ଟ 2011 ),[୧] ଜଣେ ଭାରତୀୟ କେଇକେଟ ଖେଳାଳି । ସେ ଭାରତ ପାଇ ଗୋଟିଏ ଟେଷ୍ଟ 1967 ମସିହାରେ ଖେଳିଥିଲେ ।
ପ୍ରଥମ ଶ୍ରେଣୀ ଅବଦାନ
[ସମ୍ପାଦନା]16 ବର୍ଷ ବଯଶରେ ରମେଶ ଦିଲ୍ଲୀ ପାଇଁ 1960/61 ସିଜନରେ ରଣଜୀ ଖେଳି ତାଙ୍କର ପ୍ରଥମ ଶ୍ରେଣୀ ଖେଳ ଆରମ୍ଭ କରିଥିଲେ । ସେ ଦକ୍ଷିଣ ପଞ୍ଜାବ ବିରୁଦ୍ଧରେ ପ୍ରଥମ ମେଚରେ 113 ରନ କରିଥିଲେ ।
ଟେଷ୍ଟ ଅବଦାନ
[ସମ୍ପାଦନା]ଇଂଲଣ୍ଡର ଲିଡ୍ସଠାରେ 1967 ମସିହାରେ ରମେଶ ତାଙ୍କର ଟେଷ୍ଟ ଖେଳି ଥିଲେ ।ପ୍ରଥମ ଇନିଂସରେ ଇଂଲଣ୍ଡ ବୟକଟଙ୍କ 246 ରନ ବଳରେ 550/4 କରିଥିଲା ଏଥିରେ ସକସେନା 2 ଓଭର ବୋଲିଂ କରିଥିଲେ । ତାହା ପରେ ରମେଶ ଫରୁଖ ଇଞ୍ଜିନିଅରଙ୍କ ସହ ଇନିଂସ ଆରମ୍ଭ କରି ମାତ୍ର 9 ରନ କରି ଆଉଟ ହେଇଥିଲେ ଓ ଭାରତ 164 ରନ କରିପାରିଥିଲା । ଫଲ୍ଲୋ ଅନ ହେଇ ଦ୍ୱିତୀୟ ଇନିଂସରେ 510 କରିଥିଲା , କିନ୍ତୁ ମେଚ ହାରି ଯାଇଥିଲା । ଦ୍ୱିତୀୟ ଇନିଂସରେ ସକସେନା ମାତ୍ର 16 ରନ କରି ଦଳରୁ ବାହାରି ଯାଇଥିଲେ ।
ଆଧାର
[ସମ୍ପାଦନା]- ↑ "Former India batsman Ramesh Saxena dies" Retrieved 15 September 2013.