ରମେଶ ପାୱାର

ଉଇକିପିଡ଼ିଆ‌ରୁ

Ramesh Powar
ବ୍ୟକ୍ତିଗତ ତଥ୍ୟ
ନାମRamesh Rajaram Powar
ଜନ୍ମ (1978-05-20) ୨୦ ମଇ ୧୯୭୮ (ବୟସ ୪୫)
Nagpur, Maharashtra, India
ଉଚ୍ଚତା5 ft 4 in (1.63 m)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm off spin
ସମ୍ପର୍କୀୟKiran Powar (brother)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 257)18 May 2007 v Bangladesh
ଶେଷ ଟେଷ୍ଟ25 May 2007 v Bangladesh
ପ୍ରଥମ ଦିନିକିଆ (cap 155)16 March 2004 v Pakistan
ଶେଷ ଦିନିକିଆ2 October 2007 v Australia
ଘରୋଇ ଦଳ ତଥ୍ୟ
YearsTeam
1999–2013Mumbai
2013-2014Rajasthan
2014–2015Gujarat
2008-2010, 2012Kings XI Punjab
2011Kochi Tuskers Kerala
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 2 31 148 113
ମୋଟ ରନ 13 162 4,245 1,081
ବ୍ୟାଟିଂ ହାର 6.50 11.64 26.53 17.15
ଶତକ/ଅର୍ଦ୍ଧଶତକ –/– –/1 7/17 –/4
ସର୍ବାଧିକ ରନ 7 54 131 80
ବଲ ସଂଖ୍ୟା 252 1,536 29,158 5,557
ଉଇକେଟ 6 34 470 142
ବୋଲିଂ ହାର 19.66 35.02 31.31 30.92
ଇନିଙ୍ଗସରେ ୫ଟି ଉଇକେଟ 27 1
ମ୍ୟାଚରେ ୧୦ଟି ଉଇକେଟ 4
ସବୁଠୁ ଭଲ ବୋଲିଂ 3/33 3/24 7/44 5/53
କ୍ୟାଚ/ଷ୍ଟମ୍ପିଙ୍ଗ –/– 3/– 51/0 25/–
Source: CricketArchive, 16 December 2011


ରମେଶ ରାଜାରାମ ପାୱାର ଶବଦ ବିଷୟରେ pronunciation  ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ରାଜ୍ୟର ନାଗପୁରଠାରେ 1978ରେ ହେଇଥିଲା । 

2000 ମସିହାରେ ରମେଶ ଭାରତୀୟ ଜାତିଯାଦଳ ପାଇଁ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳି ଥିଲେ । .[୧] 

ଖେଳ ଜୀବନ [ସମ୍ପାଦନା]

ମୁମ୍ବାଇ କ୍ରିକେଟ ଦଳ ପାଇଁ ରମେଶ ଜଣେ ଟାଣୁଆ ଖେଳାଳି ରହିବା ସହ 2002/03ରେ ଦଳ ରଣଜୀ ଟ୍ରଫି ଜିତିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ତାଙ୍କର ଭାଇ କିରଣ ପାୱାର ମଧ୍ୟ ଜଣେ କ୍ରିକେଟ ଖେଳାଳି ଥିଲେ ।  [୨]

ଆଧାର [ସମ୍ପାଦନା]

  1. Ramchand, Partab (15 ଅପ୍ରେଲ 2000). "First list of NCA trainees". Cricinfo. Retrieved 8 ଫେବୃଆରୀ 2007.[permanent dead link]
  2. Vijay Telang appointed Vidarbha coach