ରବିନା ଦାହା
ରବିନା ଦାହା | |
|---|---|
| ଜନ୍ମ | ରବିନା ଜେୟାରାଜନ ୧୦ ଅକ୍ଟୋବର ୨୦୦୩[୧] ଚେନ୍ନାଇ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୪ – ଏବେଯାଏଁ |
| ପ୍ରସିଦ୍ଧି | ମୋଉନା ରାଗମ୍ ୨ କୁକୁ ଉଇଥ୍ କୋମଲି (ସିଜିନ୍ ୪) ବିଗ୍ ବସ୍ (ତାମିଲ, ସିଜିନ୍ ୭) ଜୋଡ଼ି ଆର୍ ୟୁ ରେଡି |
ରବିନା ଦାହା (ଜନ୍ମ: ୧୦ ଅକ୍ଟୋବର ୨୦୦୩) ଜଣେ ଭାରତୀୟ ଅଭିନେତ୍ରୀ ଓ ନର୍ତ୍ତକୀ । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି ।[୨] ଷ୍ଟାର୍ ବିଜୟରେ ପ୍ରସାରିତ ଧାରାବାହିକ ମୋଉନା ରାଗମ୍ ୨ରେ ଶକ୍ତି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୩][୪][୫][୬] ସେ କଥା ସୋଲ୍ଲା ପୋରୋମ (୨୦୧୬), ରାତ୍ସାସାନ (୨୦୧୮) ଓ ଡିମନ (୨୦୨୩) ଆଦିରେ ଅଭିନୟ ପାଇଁ ମଧ୍ୟ ଜଣାଶୁଣା ।[୭][୮][୯]
ଅଭିନୟ ଜୀବନ
[ସମ୍ପାଦନା]ଜୀ ତାମିଲରେ ପ୍ରସାରିତ ରିଆଲିଟି ଶୋ ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସରେ ପ୍ରଥମେ ଅଂଶଗ୍ରହଣ କରିଥିଲେ ।[୧୦] ପୂବେ ପୂଚୁଡାବା ଧାରାବାହିକ ଜରିଆରେ, ସେ ଅଭିନୟ କରିବା ଆରମ୍ଭ କରଥିଲେ, ଯେଉଁଥିରେ ସେ ଦୁର୍ଗା ଭୂମିକାରେ ଅଭିନୟ କରିଥିଲେ ।[୧୧] ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କଥା ସୋଲ୍ଲା ପୋରୋମରେ, ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଷ୍ଟାର୍ ବିଜୟରେ ପ୍ରସାରିତ ଧାରାବାହିକ ମୋଉନା ରାଗମ୍ ୨ରେ, ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୨][୧୩] ଅକ୍ଟୋବର ୨୦୨୩ରେ, ସେ ବିଗ୍ ବସ୍ ତାମିଲର ୭ମ ସିଜିନ୍ରେ ଅଂଶଗ୍ରହଣ କରିଥିଲେ ।[୧୪][୧୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୪ | ପୂଜାଇ | ||
| ଜିଲ୍ଲା | |||
| ୨୦୧୫ | ପୁଲି | ମରୁଧୀରନଙ୍କ ଭଉଣୀ | |
| ୨୦୧୬ | କଥା ସୋଲ୍ଲା ପୋରୋମ | ଅନିତା | ମୁଖ୍ୟ ନାୟିକା |
| ୨୦୧୮ | ରାତ୍ସାସାନ | ଶର୍ମି | |
| ୨୦୧୯ | ରାକ୍ଷସୁଡ଼ୁ | ଶର୍ମି | ତେଲୁଗୁ ଫିଲ୍ମ |
| ୨୦୨୧ | ଏନ୍ମି | ଯୁବ ଅନିଶା | |
| ୨୦୨୩ | ଡିମନ୍ | ମହିମା | |
| ପିଜ୍ଜା ୩: ଦି ମମି | ଭୂତ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୦୯ | ଥଙ୍ଗମ | ସନ୍ ଟିଭି | ଅତିଥି କଳାକାର | |
| ୨୦୧୭-୨୦୧୯ | ପୂବେ ପୂଚୁଡାବା | ଦୁର୍ଗା | ଜୀ ତାମିଲ | |
| ୨୦୨୧-୨୦୨୩ | ମୋଉନା ରାଗମ୍ ୨ | ଶକ୍ତି | ଷ୍ଟାର୍ ବିଜୟ | ମୁଖ୍ୟ ଭୂମିକ |
| ୨୦୨୪ | ବୀରା ମାରି ଅଫିସ୍ ସିଜିନ୍ ୨ | TBA | ଆହା | [୧୬] |
ଦୂରଦର୍ଶନ କାର୍ଯ୍ୟକ୍ରମ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ | ଚେନାଲ୍ | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|---|
| ୨୦୧୬ | ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସ ସିଜିନ୍ ୨ | ଜୀ ତାମିଲ | ପ୍ରତିଯୋଗୀ | ||
| ୨୦୨ | ସୁପର୍ ସିଙ୍ଗର୍ ସିଜିନ୍ ୯ | ଷ୍ଟାର୍ ବିଜୟ | ଅତିଥି | ||
| ୨୦୨୩ | ଷ୍ଟାର୍ଟ ମ୍ୟୁଜିକ୍ ସିଜିନ୍ ୪ | ପ୍ରତିଯୋଗୀ | |||
| କୁକ୍ ଉଇଥ୍ କୋମାଲି ସିଜିନ୍ ୪ | କୋମାଲି | [୧୭] | |||
| ବିଗ୍ ବସ୍ ତାମିଲ ସିଜିନ୍ ୭ | ପ୍ରତିଯୋଗୀ | [୧୪] | |||
| ୨୦୨୪ | ଯୋଡ଼ି ଆର୍ ୟୁ ରେଡି | ୧ମ ରନର୍ ଅପ୍ | [୧୮] | ||
| ଅଣ୍ଡା କା କସମ |
ଆଧାର
[ସମ୍ପାଦନା]- ↑ "Raveena Daha". Manoramaonline.
- ↑ "Film, TV Actor Raveena Shares Pics With Close Friend on Instagram; See Here". News18.
- ↑ "Mouna Raagam 2 to go off air soon". The Times of India. 23 February 2023.
- ↑ "மௌன ராகம்- 2 சீரியல்... சக்தியாக நடிக்க போகும் பிரபல இளம் நடிகை இவர்தான்..!". tamil.behindwoods.com. 20 September 2020.
- ↑ "மௌன ராகம் 2 சீரியலில் லீட் ரோலில் விஜய் பட நடிகை". tamil.samayam.com. 6 September 2020.
- ↑ "MOUNA RAAGAM SEASON 2 - THIS YOUNG ACTRESS TO PLAY SHAKTHI! LATEST PROMO VIDEO EXCITES FANS!". www.behindwoods.com. 21 September 2020.
- ↑ "All you need to know about the beautiful television actress: Raveena Daha". The Times of India. 1 October 2023.
- ↑ "'Ratsasan' fame actress Raveena Daha steals hearts with latest photos". India Glitz.
- ↑ "Sachin-Abarnathi starrer "Demon" First Look is out now!!!". Chennai Vision. 19 February 2023. Archived from the original on 28 September 2023. Retrieved 24 September 2023.
- ↑ "From Neelima Rani to Sujitha Dhanush: Tamil actresses who started their career as child artists". The Times of India. 31 Aug 2023. Retrieved 27 Nov 2023.
- ↑ "From Raveena Daha to Sreethu Krishnan, actress who started off as child artist in cinema". The Times of India. 3 August 2023.
- ↑ "Tamil Actor Raveena Daha Desires to Act in Film With Vijay's Son Sanjay". News18.
- ↑ "Raveena Daha Latest Tamil Celeb to Groove to Arabic Kuthu Song; She Isn't Alone". News18.
- ↑ ୧୪.୦ ୧୪.୧ "Bigg Boss Tamil 7 Live Updates: Cool Suresh, Raveena, Yugendran, Maya Krishnan, Bava Chelladurai and Saravana Vikram enter house". The Indian express. 5 October 2023.
- ↑ "Bigg Boss Tamil 7: Evicted contestant Raveena Daha expresses gratitude to her fans, says Thanking every wonderful soul". Times Of India.
- ↑ "Bigg Boss Tamil 7 fame Raveena Starrer 'Vere Maari Office Season 2' set for its premiere soon". The Times of India. 20 June 2024.
- ↑ "Cook with Comali (CWC) Season 4: Take a Look At The Comali's & Contestant's Lists With Photos". Flimibeat. February 8, 2023. Retrieved February 8, 2023.
- ↑ "Jodi: From the stunning performance of Raveena to Tamizhselvi-Prashanth getting eliminated from the show". Times Of India.
ବାହାର ଲିଙ୍କ୍
[ସମ୍ପାଦନା]- ଇନଷ୍ଟାଗ୍ରାମରେ ରବିନା ଦାହା
- ଇଣ୍ଟରନେଟ ମୁଭି ଡାଟାବେସରେ ରବିନା ଦାହା