ରବର୍ଟ୍ ଡାଓନି ଜୁନିୟର୍

ଉଇକିପିଡ଼ିଆ‌ରୁ


ରବର୍ଟ୍ ଡାଓନି ଜୁନିୟର୍
Robert Downey Jr 2014 Comic Con (cropped).jpg
ଜନ୍ମ ଓ ଜନ୍ମସ୍ଥାନ
Robert John Downey Jr.

(1965-04-04) ୪ ଅପ୍ରେଲ ୧୯୬୫ (ବୟସ ୫୭)
ଜୀବିକାActor
କାର୍ଯ୍ୟକାଳ1970–present
ଉଚ୍ଚତା5 ft 8 in (1.73 m)
ଜୀବନସାଥିDeborah Falconer
(ବିବାହ 1992–2004) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: Deborah Falconer
to ରବର୍ଟ୍ ଡାଓନି ଜୁନିୟର୍
"
Location:
(linkback://or.wikipedia.org/wiki/%E0%AC%B0%E0%AC%AC%E0%AC%B0%E0%AD%8D%E0%AC%9F%E0%AD%8D_%E0%AC%A1%E0%AC%BE%E0%AC%93%E0%AC%A8%E0%AC%BF_%E0%AC%9C%E0%AD%81%E0%AC%A8%E0%AC%BF%E0%AD%9F%E0%AC%B0%E0%AD%8D)

Susan Downey (ବିବାହ 2005–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Susan Downey to ରବର୍ଟ୍ ଡାଓନି ଜୁନିୟର୍" Location: (linkback://or.wikipedia.org/wiki/%E0%AC%B0%E0%AC%AC%E0%AC%B0%E0%AD%8D%E0%AC%9F%E0%AD%8D_%E0%AC%A1%E0%AC%BE%E0%AC%93%E0%AC%A8%E0%AC%BF_%E0%AC%9C%E0%AD%81%E0%AC%A8%E0%AC%BF%E0%AD%9F%E0%AC%B0%E0%AD%8D)
ସନ୍ତାନ3
ବାପା ବୋଉRobert Downey Sr.
Elsie Ann Ford

ରବର୍ଟ୍ ଜନ୍ ଡାଓନି ଜୁନିୟର୍(ଜନ୍ମ ଅପ୍ରିଲ୍ ୪, ୧୯୬୫)[୧] ଜଣେ ଆମେରିକିୟ ଅଭିନେତା|ତାଙ୍କ ବୃତ୍ତି ଜୀବନ ଯୌବନ ସମୟରେ ସମାଲୋଚନା ମୂଳକ ଏବଂ ଜନପ୍ରିୟ ରହିଥିଲା ଏବଂ ଯାହାକି ଅପବ୍ୟବହାର ଏବଂ ଆଇନ ଅସୁବିଧା ମଧ୍ୟ ଏବଂ ମଧ୍ୟମ ବୟସରେ ବାଣିଜ୍ୟିକ ଉନ୍ନତି ଦେଇ ଗତି କରିଥିଲା। ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଲଗାତାର୍ ୩ ବର୍ଷ ପର୍ଯ୍ୟନ୍ତ ଡାଓନି ସବୁଠାରୁ ଅଧିକ ବେତନ ପାଉଥିବା ଅଭିନେତା ମାନଂକ ମଧ୍ୟରେ ଫୋର୍ବସ୍ର ସୂଚୀରେ ସବୁଠାରୁ ଉପରେ ଥିଲେ ,ଜୁନ୍ ୨୦୧୪ରୁ ଜୁନ୍୨୦୧୫ ମଧ୍ୟରେ ତାଙ୍କ ଅନୁମାନିକ ଆୟ ୮୦ ମିଲିୟନ୍ ଡଲାର୍ ଥିଲା|[୨][୩]


୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ନିଜ ବାପାଙ୍କ ଚଳଚ୍ଚିତ୍ର ପାଉଣ୍ଡ(୧୯୭୦)ରେ ଆସିଥିଲେ, ସେ ଏପରି ରୋଲରେ ଆସୁଥିଲେ ଯାହାକି ବ୍ରାଟ୍ ପାକ ସହିତ ସହଯୋଗି ଥିଲା, ଯେପରିକି କୈଶୋର ସାଇ ଫାଇ ମଜାକର ବ୍ୟୁଅର୍ଡ଼ ସାଇନ୍ସ(୧୯୮୫) ଏବଂ ଡ୍ରାମା ଲେସ୍ ଦ୍ୟାନ ଜ଼ିରୋ(୧୯୮୭)। ଅଲଗା ଚଳଚ୍ଚିତ୍ର ଯେଉଁଥିରେ ସେ ଦେଖା ଦେଇଥିଲେ ତା ମଧ୍ୟରେ ଆକ୍ସନ କମେଡି ଏୟାର ଆମେରିକା(୧୯୯୦), କମେଡି ସୋପଡିସ(୧୯୯୧), ଏବଂ ଅପରାଧ ଚଳଚ୍ଚିତ୍ର ନେଚର ବର୍ନ କିଲ୍ଲର(୧୯୯୪)।ସେ ୧୯୯୨ରେ ଚଳଚ୍ଚିତ୍ର ଚାପଲିନ୍ରେ ଚାର୍ଲି ଚାପଲିନ୍ ରୂପେ ଦେଖା ଦେଇଥିଲେ, ଯାହାକି ତାଙ୍କୁ ଏକାଡେମୀ ଆୱାର୍ଡ ଫର ବେଷ୍ଟ ଏକ୍ଟର ପାଇଁ ନୋମିନିତ କରାଇଥିଲା ଏବଂ ସେ ଏହି ଚଳଚ୍ଚିତ୍ର ପାଇଁ ବଫ୍ତା ଆୱାର୍ଡ ଫର ବେଷ୍ଟ ଏକ୍ଟର ପାଇଥିଲେ। ୨୦୦୦ ମସିହାରେ କାଲିଫୋର୍ନିଆ ସବସ୍ତାନସ୍ ଆବୟୁଜ ଟ୍ରିଟମେଂଟ୍ ଫ୍ୟସିଲିଟି ଏବଂ ସ୍ଟେଟ୍ ପ୍ରିଜନ୍ ଯେଉଁଠାରେ ସେ ନିଶାଦ୍ରବ୍ୟ ମାମଲାରେ ଗିରଫ୍ ହୋଇ ଥିଲେ,ସେଠାରୁ ବାହାରିବା ପରେ ଡାଓନି ଏଲି ମାକବିଲ୍ ନାମକ ଟିଭି ଶୋରେ କଲିସ୍ତା ଫ୍ଲୋକ୍ହାର୍ଟ୍କଂ ପ୍ରେମର ଅଭିନୟ କରିଥିଲେ|ଏହା ତାଙ୍କୁ ଗୋଲ୍ଦେନ୍ ଗ୍ଲୋବ୍ ଆବର୍ଡ଼ ଦେଇଥିଲା|ତାଙ୍କର ଚରିତ୍ରକୁ ବାହାର କରି ଦିଆଗଲା ଯେତେବେଳେ ସେ ୨୦୦୦ ମସିହାର ଶେଷ ଏବଂ ୨୦୦୧ ମସିହାର ଆରମ୍ଭରେ ଦୁଇଥର ପାଇଁ ନିଶାଦ୍ରବ୍ୟ ପାଇଁ ଗିରଫ୍ ହୋଇଥିଲେ|କୋର୍ଟ୍ଦ୍ୱାରା ଅର୍ଡର୍ ହୋଇଥିବା ନିଶା ଚିକିତ୍ସା ପ୍ରୋଗ୍ରାମ୍ର ଶେଷ ରହଣୀ ପରେ ସେ ଗମ୍ଭୀର ହୋଇଯାଇଥିଲେ|

ଆଧାର[ସମ୍ପାଦନା]

  1. "Robert Downey Jr. Biography". The Biography Channel. Retrieved ଅପ୍ରେଲ 26, 2014.
  2. "Robert Downey Jr. Tops Forbes' List Of Hollywood's Highest-Paid Actors". Forbes. ଜୁଲାଇ 16, 2013. Retrieved ଅଗଷ୍ଟ 1, 2013.
  3. Robehmed, Natalie. "The World's Highest-Paid Actors 2015: Robert Downey Jr. Leads With $80 Million Haul". forbes.com. Forbes Magazine. Retrieved ଅଗଷ୍ଟ 4, 2015.