ଖ୍ରୀଷ୍ଟ ଧର୍ମ

ଉଇକିପିଡ଼ିଆ‌ରୁ
କ୍ରସ ଖ୍ରୀଷ୍ଟ ଧର୍ମର ଚିହ୍ନ ଭାବାରେ ବ୍ୟବ‌ହାର କାରାଯାଏ

ଖ୍ରୀଷ୍ଟ ଧର୍ମ ଏକ ଆବ୍ରାହାମିୟ, ଏକେଶ୍ୱରବାଦୀ ଧର୍ମ ଯାହା ନାଜରେତର ଯୀଶୁଙ୍କ ଜୀବନ ଏବଂ ଶିକ୍ଷା ଉପରେ ଅଧାରିତ। ଖ୍ରୀଷ୍ଟ ଧର୍ମାବିଲମ୍ବିଙ୍କୁ ଖ୍ରୀଷ୍ଟିଆନ ମଧ୍ୟ କୁହାଯାଏ। ଧର୍ମାବିଲମ୍ବିଙ୍କ ସଂଖ୍ୟାନୁସାରେ ଖ୍ରୀଷ୍ଟ ଧର୍ମ ପୃଥିବୀର ବୃତ୍ତମ ଧର୍ମ ଅଟେ, ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହେଉଛି ପ୍ରାୟ ୨୨୦ କୋଟି[୧][୨][୩]। ପବିତ୍ର ଶାସ୍ତ୍ର ବାଇବେଲରେ ଲେଖାଯାଏ "କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ"

ଆଧାର[ସମ୍ପାଦନା]

  1. 33.2% of 6.7 billion world population (under the section 'People') "World". CIA world facts.
  2. "The List: The World's Fastest-Growing Religions". foreignpolicy.com. March 2007. Retrieved 2010-01-04.
  3. "Major Religions Ranked by Size". Adherents.com. Retrieved 2009-05-05.