ମୋହନ ରାକେଶ

ଉଇକିପିଡ଼ିଆ‌ରୁ

ମୋହନ ରାକେଶ (୮ ଜାନୁଆରୀ ୧୯୨୫ - ୩ ଡିସେମ୍ବର ୧୯୭୨) ହିନ୍ଦୀ ଭାଷାର ଜଣେ ବିଶିଷ୍ଟ ଲେଖକ ଓ ନାଟ୍ୟକାର। ନୟୀ କହାନୀ ଆନ୍ଦୋଳନର ଏକ ମୁଖ୍ୟ ପୁରୋଧା ଭାବେ ତାଙ୍କର ଆଷାଢ଼ କା ଏକ ଦିନ (୧୯୫୮), ଲହରୋଁ କେ ରାଜହଂସ (୧୯୬୩), ଓ ଆଧେ ଅଧୂରେ (୧୯୬୯) ଆଦି ନାଟକ ସବୁ ଉଚ୍ଚ ପ୍ରଶଂସିତ ତଥା ଅଗଣିତ ଥର ମଞ୍ଚସ୍ଥ ହୋଇଛି।


୧) About - #OSOU #MAOD 4th semester ତୁଳନାତ୍ମକ ସାହିତ୍ୟ ନାଟ୍ୟକାର ମୋହନ ରାକେଶ Important questions answers discussion Follow me FB page ...

୨) ହିନ୍ଦୀ ନାଟ୍ୟକାର ମୋହନ ରାକେଶଙ୍କ –. “ ଅଧେ ଅଧୁରେ” ପରି ତାଙ୍କର “ ମୁଁ ଆମ୍ଭେ ଆମ୍ଭେମାନେ” ନାଟକରେ ..

୩) 2002 · ‎Theater and direction of Mohana Rākeśa, 1925-1972; dramatist and Hindi autho [୧]

୪) 2015 · ‎Preview · ‎He returns years later, a broken man trying to reconnect with his past, only to discover that time has passed him by. // A classic of postcolonial theatre, Mohan Rakesh’s Hindi play is both an unforgettable love story and a modernist ...[୨]

  1. Singhal, Nirmal (2002-09-01). Mohan Rakesh : Rang-Shilp Aur Pradarshan (in ହିନ୍ଦୀ). Radhakrishna Prakashan. ISBN 978-81-7119-722-4.
  2. Rakesh, Mohan (2015-04-24). One Day in the Season of Rain: The Play that launched modern Hindi theatre (in ଇଂରାଜୀ). Penguin UK. ISBN 978-93-5214-012-1.