ନୟୀ କହାନୀ

ଉଇକିପିଡ଼ିଆ‌ରୁ

ନୟୀ କହାନୀ ବା ନୂଆ ଗଳ୍ପ ହିନ୍ଦୀ ଭାଷାର ଏକ ସାହିତ୍ୟିକ ଆନ୍ଦୋଳନ ଯାହାର ଜନ୍ମ ୧୯୫୬ ମସିହାରେ ହୋଇଥିଲା। ଭୈରବ ପ୍ରସାଦ ଗୁପ୍ତଙ୍କ ଦ୍ବାରା ଏହି ନାମରେ ସମ୍ପାଦିତ ପତ୍ରିକାଟିର ଏକ ବିଶେଷାଙ୍କ ପରଠାରୁ ଏହି ନୂଆ ଯୁଗର ସୂତ୍ରପାତ ହୋଇଥିଲା। ମୋହନ ରାକେଶ ଏହି ନବଜାଗରଣରେ ଏକ ବଳିଷ୍ଠ ପ୍ରତିଭା ଥିଲେ।


୧) ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି । ୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ 'ନୟୀ କହାନୀ' ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । [୧]

୨) नई कहानी आंदोलन हहंदी कहानी आलोचना मेंएक परिवर्तनकािी मोड़ है | इस आन्दोलन ने. कहानी की दशा व हदशा दोनों को परिवहर्तर् हकया है ... (Jamia Millia Islamia)

  1. "Dhusara Saisaba (Paperback) | Penguin Bookshop". www.penguinbookshop.com (in ଇଂରାଜୀ). Retrieved 2023-11-28.