ମୋତିଲାଲ ନେହେରୁ

ଉଇକିପିଡ଼ିଆ‌ରୁ
(ମୋତୀଲାଲ ନେହେରୁରୁ ଲେଉଟି ଆସିଛି)
ପଣ୍ଡିତ

ମୋତୀଲାଲ ନେହେରୁ
ସଭାପତି, କଂଗ୍ରେସ
କାର୍ଯ୍ୟକାଳ
୧୯୧୯ – ୧୯୨୦
ପୂର୍ବ ଅଧିକାରୀSyed Hasan Imam
ପର ଅଧିକାରୀଲାଲା ଲଜପତ ରାୟ
ସଭାପତି, କଂଗ୍ରେସ
କାର୍ଯ୍ୟକାଳ
୧୯୨୮ – ୧୯୨୯
ପୂର୍ବ ଅଧିକାରୀMukhtar Ahmed Ansari
ପର ଅଧିକାରୀଜବାହରଲାଲ ନେହେରୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1861-05-06)୬ ମଇ ୧୮୬୧
Agra,[୧] British India
ମୃତ୍ୟୁ୬ ଫେବୃଆରୀ ୧୯୩୧(1931-02-06) (ବୟସ ୬୯)
Lucknow, British India
ଜାତୀୟତାIndian
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଶିକ୍ଷାନୁଷ୍ଠାନUniversity of Cambridge
ବୃତ୍ତିActivist

ମୋତିଲାଲ ନେହେରୁ (୬ ମଇ ୧୮୬୧ - ୬ ଫେବୃଆରୀ ୧୯୩୧) ଜଣେ ଭାରତୀୟ ଓକିଲ ଥିଲେ । ସେ ଭାରତୀୟ ଜାତୀୟ ଆନ୍ଦୋଳନର ଜଣେ କର୍ମୀ ଭାବେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତାର ଭୂମିକା ତୁଲାଇଥିଲେ । ସେ ୧୯୧୯-୧୯୨୦ ଓ ୧୯୨୮-୧୯୨୯ ଭିତରେ ଦୁଇଥର କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇଥିଲେ । ସେ ଭାରତର ସର୍ବୋଚ୍ଚ ଶକ୍ତିଶାଳୀ ରାଜନୀତିକ ପରିବାର ନେହେରୁ-ଗାନ୍ଧୀ ପରିବାରର ପ୍ରତିଷ୍ଠାତା ଥିଲେ ।

ଆଧାର[ସମ୍ପାଦନା]

  1. Past Presidents- Pandit Motilal Nehru, archived from the original on 2010-09-06, retrieved 2014-12-16