Jump to content

ମୋକ୍ସେଟୁମୋମାବ ପାସୁଡୋଟକ୍ସ

ଉଇକିପିଡ଼ିଆ‌ରୁ
ମୋକ୍ସେଟୁମୋମାବ ପାସୁଡୋଟକ୍ସ
Monoclonal antibody
TypeWhole antibody
SourceMouse
TargetCD22
Clinical data
Trade namesLumoxiti
SynonymsMoxetumomab pasudotox-tdfk, CAT-8015
AHFS/Drugs.commonograph
MedlinePlusa618052
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC2804H4339N783O870S14
Molar mass୬୩,୩୮୮.୦୧ g·mol−1
  (verify)

ମୋକ୍ସେଟୁମୋମାବ ପାସୁଡୋଟକ୍ସ, ବିକ୍ରୟ ନାମ ଲୁମୋକ୍ସିଟି, ଏକ ଔଷଧ ଯାହା ହେୟାରି ସେଲ ଲିଉକେମିଆ (HCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଯେତେବେଳେ ଅନ୍ୟ ଚିକିତ୍ସା କାମ କରେ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଅଇ, ମୁଣ୍ଡବିନ୍ଧା, ଜ୍ୱର, ତରଳ ଝାଡ଼ା, ଯକୃତ ପ୍ରଦାହ, କମ୍ ପ୍ଲାଟେଲେଟ୍ ଏବଂ କମ୍ ଲିମ୍ଫୋସାଇଟ୍ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ, ହେମୋଲାଇଟିକ ୟୁରେମିକ୍ ସିଣ୍ଡ୍ରୋମ (HUS), ବୃକ୍‌କ ସମସ୍ୟା ଏବଂ ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା ହୋଇପାରେ | [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସାଇଟୋଟକ୍ସିନ ସଂଯୁକ୍ତ ସିଡି୨୨ ସହିତ ଅନୁବନ୍ଧିତ ହୋଇଥାଏ ।[]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମୋକ୍ସେଟୁମୋମାବ ପାସୁଡୋଟକ୍ସକୁ ଅନୁମୋଦନ କରାଯାଇଥିଲା ।[] ୨୦୨୧ ମସିହାରେ ଏହା ୟୁରୋପ ଏବଂ ବ୍ରିଟେନରେ ଅନୁମୋଦିତ ହୋଇଥିବାବେଳେ ସେହି ବର୍ଷ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ପ୍ରତି ୧ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦୦ ଡଲାର ଥିଲା ।[]

  1. "Moxetumomab pasudotox (Lumoxiti) Use During Pregnancy". Drugs.com. 22 October 2018. Archived from the original on 24 January 2021. Retrieved 20 April 2020.
  2. 1 2 3 4 "Lumoxiti- moxetumomab pasudotox injection, powder, lyophilized, for solution IV solution stabilizer solution". DailyMed. 25 January 2019. Archived from the original on 21 April 2020. Retrieved 20 April 2020.
  3. 1 2 "Lumoxiti EPAR". European Medicines Agency (EMA). 9 December 2020. Archived from the original on 2 May 2021. Retrieved 1 May 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  4. 1 2 3 4 "Moxetumomab Pasudotox-tdfk Monograph for Professionals". Drugs.com (in ଇଂରାଜୀ). Retrieved 17 November 2021.
  5. "Moxetumomab pasudotox". SPS - Specialist Pharmacy Service. 8 December 2018. Archived from the original on 17 November 2021. Retrieved 17 November 2021.
  6. "Lumoxiti Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 17 November 2021.