ମେଲିିଣ୍ଡା ଗେଟ୍ସ

ଉଇକିପିଡ଼ିଆ‌ରୁ
Melinda Gates
Melinda Gates at the World Economic Forum in 2011
Born
Melinda Ann French

(1964-08-15) ୧୫ ଅଗଷ୍ଟ ୧୯୬୪ (ବୟସ ୫୯)
Alma materDuke University
Occupation(s)Co-Chair, operator of Bill & Melinda Gates Foundation
Spouse
(m. ୧୯୯୪)
Children3
Websitewww.gatesfoundation.org

ମେଲିିଣ୍ଡା ଗେଟ୍ସ(ଜନ୍ମ ଅଗଷ୍ଟ ୧୫,୧୯୬୪)[୧]।ଜଣେ ଆମେରିକିୟphilanthropist,ପୂର୍ବୋକ୍ତ ମାଇକ୍ରୋସଫ୍ଟ କର୍ମଚାରୀ,ଏବଂ ମାଇକ୍ରୋସଫ୍ଟ ପ୍ରତିଷ୍ଠାତାଙ୍କ ସ୍ତ୍ରୀ [୨]। ସେ ବିଲ ଓ ମେଲିନା ଗେଟ୍ସ ଫାଉଣ୍ଡେସନର ସହପ୍ରତିଷ୍ଠାତା।ସେ ମାଇକ୍ରୋସଫ୍ଟରେ "ବବ,ଏକ୍ସଇଡ଼ ଓ ଏନକାର୍ଟ" ପ୍ରୋଜେକ୍ଟ ମୁଖ୍ୟ ରୂପେ କାମ କରୁଥିଲେ।

ବାଲ୍ୟ ଜୀବନ ଓ ପାଠପଢ଼ା[ସମ୍ପାଦନା]

ମେଲିିଣ୍ଡା ଆନ୍ନ୍ ଫ୍ରେଞ୍ଚ ୧୯୬୪ ମସିହା ଅଗଷ୍ଟ୧୫ରେ ଟେକ୍ସଆସର ଡ଼ାଲାସ୍ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।[୩]।ସେ ଜଣେ ଏରୋସ୍ପେସ ଯନ୍ତ୍ରୀ "ଜୋସେଫ ଫ୍ରେଞ୍ଚ ଜୁନିଅର" ଓ ଜଣେ ଗୃହିଣୀ "ଇଲେନ ଆଗ୍ନେସ ଏମର୍ରଲାଣ୍ଡ୍"ଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଜଣେ। ଫ୍ରେଞ୍ଚଙ୍କ ଜଣେ ବଡ଼ ଭଉଣୀ ଓ ଦୁଇ ଜଣ ଛୋଟ ଭାଇ ଥିଲେ।[୪] ଫ୍ରେଞ୍ଚ ଜଣେ ରୋମାନ କେଥୋଲିକ୍ ଥିଲେ [୫][୬][୭][୮]।ସେ ମୋନିକା କେଥୋଲିକ୍ ସ୍କୁଲ ଯାଉଥିଲେ [୯][୧୦]।ସେହି ସ୍କୁଲରେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହଉଥିଲେ। ସେ ଉରସୁଲିନ୍ ଏକାଡେମୀ ଅଫ ଡ଼ାଲାସ୍ରୁ ୧୯୮୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ କୋମ୍ପୁଟର ବିଜ୍ଞାନ ଓ ଅର୍ଥଶାସ୍ତ୍ରରେ Duke ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।

ଆଧାର[ସମ୍ପାଦନା]

  1. Texas Births, 1926–1995 Archived 2013-09-09 at the Wayback Machine.. Familytreelegends.com; retrieved June 29, 2013.
  2. "Melinda Gates Biography". Biography.com. A&E Television Networks, LLC. Retrieved June 19, 2014.
  3. http://www.independent.co.uk/life-style/gadgets-and-tech/features/office-romance-how-bill-met-melinda-855292.html
  4. "Melinda Gates goes public (pg. 2)", cnn.com, January 7, 2008.
  5. Melinda Gates (April 2012). Let's put birth control back on the agenda. TEDxChange. Retrieved June 29, 2013.
  6. "Melinda Gates: 'I'm a Catholic, but women need access to contraceptives'", Guardian.co.uk; retrieved June 29, 2013.
  7. "Catholic Melinda Gates defies the Vatican over birth control funds", independent.co.uk; retrieved June 29, 2013.
  8. Goodell, Jeff (March 13, 2014). "Bill Gates: The Rolling Stone Interview". Rolling Stone. Retrieved April 23, 2016.
  9. Business Week, Issues 3649–3652. McGraw-Hill. 1999. Retrieved March 10, 2011. Raised a Roman Catholic and educated at a girls' Catholic high school, Melinda was encouraged to pursue her love of science
  10. Jeanne M. Lesinski (2009). Bill Gates: Entrepreneur and Philanthropist. Twenty First Century Books. ISBN 9781580135702. Retrieved March 10, 2011. Melinda, a devout Catholic, wanted a religious wedding