ମେଲିିଣ୍ଡା ଗେଟ୍ସ
Melinda Gates | |
---|---|
ଜନ୍ମ | Melinda Ann French ୧୫ ଅଗଷ୍ଟ ୧୯୬୪ Dallas, Texas, U.S. |
ଶିକ୍ଷାନୁଷ୍ଠାନ | Duke University |
ବୃତ୍ତି(ସମୂହ) | Co-Chair, operator of Bill & Melinda Gates Foundation |
ବୈବାହିକ-ସାଥୀ | |
ସନ୍ତାନ | 3 |
ୱେବସାଇଟ | www |
ମେଲିିଣ୍ଡା ଗେଟ୍ସ(ଜନ୍ମ ଅଗଷ୍ଟ ୧୫,୧୯୬୪)[୧]।ଜଣେ ଆମେରିକିୟphilanthropist,ପୂର୍ବୋକ୍ତ ମାଇକ୍ରୋସଫ୍ଟ କର୍ମଚାରୀ,ଏବଂ ମାଇକ୍ରୋସଫ୍ଟ ପ୍ରତିଷ୍ଠାତାଙ୍କ ସ୍ତ୍ରୀ [୨]। ସେ ବିଲ ଓ ମେଲିନା ଗେଟ୍ସ ଫାଉଣ୍ଡେସନର ସହପ୍ରତିଷ୍ଠାତା।ସେ ମାଇକ୍ରୋସଫ୍ଟରେ "ବବ,ଏକ୍ସଇଡ଼ ଓ ଏନକାର୍ଟ" ପ୍ରୋଜେକ୍ଟ ମୁଖ୍ୟ ରୂପେ କାମ କରୁଥିଲେ।
ବାଲ୍ୟ ଜୀବନ ଓ ପାଠପଢ଼ା
[ସମ୍ପାଦନା]ମେଲିିଣ୍ଡା ଆନ୍ନ୍ ଫ୍ରେଞ୍ଚ ୧୯୬୪ ମସିହା ଅଗଷ୍ଟ୧୫ରେ ଟେକ୍ସଆସର ଡ଼ାଲାସ୍ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।[୩]।ସେ ଜଣେ ଏରୋସ୍ପେସ ଯନ୍ତ୍ରୀ "ଜୋସେଫ ଫ୍ରେଞ୍ଚ ଜୁନିଅର" ଓ ଜଣେ ଗୃହିଣୀ "ଇଲେନ ଆଗ୍ନେସ ଏମର୍ରଲାଣ୍ଡ୍"ଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଜଣେ। ଫ୍ରେଞ୍ଚଙ୍କ ଜଣେ ବଡ଼ ଭଉଣୀ ଓ ଦୁଇ ଜଣ ଛୋଟ ଭାଇ ଥିଲେ।[୪] ଫ୍ରେଞ୍ଚ ଜଣେ ରୋମାନ କେଥୋଲିକ୍ ଥିଲେ [୫][୬][୭][୮]।ସେ ମୋନିକା କେଥୋଲିକ୍ ସ୍କୁଲ ଯାଉଥିଲେ [୯][୧୦]।ସେହି ସ୍କୁଲରେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହଉଥିଲେ। ସେ ଉରସୁଲିନ୍ ଏକାଡେମୀ ଅଫ ଡ଼ାଲାସ୍ରୁ ୧୯୮୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ କୋମ୍ପୁଟର ବିଜ୍ଞାନ ଓ ଅର୍ଥଶାସ୍ତ୍ରରେ Duke ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।
ଆଧାର
[ସମ୍ପାଦନା]- ↑ Texas Births, 1926–1995 Archived 2013-09-09 at the Wayback Machine.. Familytreelegends.com; retrieved June 29, 2013.
- ↑ "Melinda Gates Biography". Biography.com. A&E Television Networks, LLC. Retrieved June 19, 2014.
- ↑ http://www.independent.co.uk/life-style/gadgets-and-tech/features/office-romance-how-bill-met-melinda-855292.html
- ↑ "Melinda Gates goes public (pg. 2)", cnn.com, January 7, 2008.
- ↑ Melinda Gates (April 2012). Let's put birth control back on the agenda. TEDxChange. Retrieved June 29, 2013.
- ↑ "Melinda Gates: 'I'm a Catholic, but women need access to contraceptives'", Guardian.co.uk; retrieved June 29, 2013.
- ↑ "Catholic Melinda Gates defies the Vatican over birth control funds", independent.co.uk; retrieved June 29, 2013.
- ↑ Goodell, Jeff (March 13, 2014). "Bill Gates: The Rolling Stone Interview". Rolling Stone. Retrieved April 23, 2016.
- ↑ Business Week, Issues 3649–3652. McGraw-Hill. 1999. Retrieved March 10, 2011.
Raised a Roman Catholic and educated at a girls' Catholic high school, Melinda was encouraged to pursue her love of science
- ↑ Jeanne M. Lesinski (2009). Bill Gates: Entrepreneur and Philanthropist. Twenty First Century Books. ISBN 9781580135702. Retrieved March 10, 2011.
Melinda, a devout Catholic, wanted a religious wedding