ମେରି ପୁନେନ ଲୁକୋଜ
ଦେଖଣା
ମେରି ପୁନେନ ଲୁକୋଜ | |
|---|---|
ମେରି ପୁନେନ ଲୁକୋଜଙ୍କର ଏକ ଭେକ୍ଟର ଚିତ୍ର | |
| ଜନ୍ମ | ୨ ଅଗଷ୍ଟ ୧୮୮୬ |
| ମୃତ୍ୟୁ | ୨ ଅକ୍ଟୋବର ୧୯୭୬ (ବୟସ ୯୦) |
| ବୃତ୍ତି | ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ |
| ପ୍ରସିଦ୍ଧି | ଚିକିତ୍ସା ସେବା |
| ବୈବାହିକ-ସାଥୀ | କେ. କେ. ଲୁକୋଜ |
| ସନ୍ତାନ | ଗ୍ରେସି ଲୁକୋଜ, କେ. ପି. ଲୁକୋଜ |
| ପିତାମାତା | ଟି. ଇ. ପୁନେନ |
| ପୁରସ୍କାର | ପଦ୍ମଶ୍ରୀ ବୈଦ୍ୟଶାସ୍ତ୍ରାକୁଶଳା |
ମେରି ପୁନେନ ଲୁକୋଜ ଜଣେ ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଏବଂ ଭାରତର ପ୍ରଥମ ମହିଳା ସର୍ଜନ ଜେନେରାଲ ଥିଲେ ।[୧]
ଆଧାର
[ସମ୍ପାଦନା]- ↑ "Mary Poonen Lukose (1886-1976)". Stree Shakti. 2015. Retrieved 15 June 2015.