Jump to content

ମେପୋଲିଜୁମାବ

ଉଇକିପିଡ଼ିଆ‌ରୁ
ମେପୋଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetIL-5
Clinical data
Trade namesNucala
AHFS/Drugs.commonograph
MedlinePlusa615058
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    Pharmacokinetic data
    Bioavailability80% (estimate)
    Protein bindingNone
    MetabolismProteolytic enzymes
    Elimination half-life20 (16–22) days
    Chemical and physical data
    Molar mass149 000
      (verify)

    ମେପୋଲିଜୁମାବ, ଏକ ବେପାର ନାମ ନ୍ୟୁକାଲା, ହେଉଛି ଏକ ଔଷଧ ଯାହା ଇଓସିନୋଫିଲିକ୍ ଆଜ୍‌ମା, ପଲିଆଞ୍ଜାଇଟିସ୍ ସହିତ ଇଓସିନୋଫିଲିକ୍ ଗ୍ରାନୁଲୋମାଟୋସିସ୍ ଏବଂ ହାଇପରଇସିନୋଫିଲିକ୍ ସିଣ୍ଡ୍ରୋମ ରୋଗ ମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | [] ପ୍ରଭାବ ପ୍ରାୟ ତିନି ଦିନରୁ ଆରମ୍ଭ ହୋଇ 6 ମାସ ପର୍ଯ୍ୟନ୍ତ ରହିପାରେ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକସନ ନେଇଥିବା ସ୍ଥାନରେ ପ୍ରତିକ୍ରିୟା ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ହର୍ପିସ ଜୋସ୍ଟର ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[] ଏହାକୁ କୃମି ରୋଗ ଥିବା ଲୋକଙ୍କୁ ଦିଆଯିବା ଉଚିତ ନୁହେଁ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୫ (ଆଇଏଲ୍ -୫) ସ‌ହିତ ଅନୁବନ୍ଧିତ ହୋଇ ଅବରୋଧ କରିବା ଫଳରେ ଇଓସିନୋଫିଲ ସଂଖ୍ୟା ହ୍ରାସ ହୁଏ ।[]

    ୨୦୧୫ ମସିହା ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମେପୋଲିଜୁମାବ ଅନୁମୋଦିତ ହୋଇଥିଲା । [][] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାତ୍ରାର ମୂଲ୍ୟ ପ୍ରାୟ ୩,୩୦୦ ଡଲାର ଅଟେ ।[]

    1. 1 2 "Mepolizumab (Nucala) Use During Pregnancy". Drugs.com. 14 June 2019. Archived from the original on 5 December 2020. Retrieved 8 October 2020.
    2. 1 2 3 "Nucala EPAR". European Medicines Agency (EMA). Archived from the original on 12 October 2020. Retrieved 8 October 2020.
    3. 1 2 3 4 5 6 "Mepolizumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 16 November 2021.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 284. ISBN 978-0857114105.
    5. "Nucala Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 16 November 2021.