ମେନପାଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମେନପାଟ
मैनपाट
ଗ୍ରାମ ଓ ଶୈଳ ନିବାସ
Country India
StateChhattisgarh
Languages
 • OfficialHindi, Chhattisgarhi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣCG

ମେନପାଟ  (मैनपाट) ଭାରତୀୟ ରାଜ୍ୟ ଛତିଶଗଡର ସରଗୁଜା ଜିଲ୍ଲାର ଉତ୍ତରାଞ୍ଚଳରେ ଏକ ଗ୍ରାମ । ଏହା ଅମ୍ବିକାପୁରଠାରୁ ୪୫ କିୟମିଟର ଦୂର । ଏହା ଏକ ଶୈଳନିବାସ ହେବା ସହ ଏଠାରେ "ଟାଇଗର ପୋଏଣ୍ଟ "ନାମକ ଏକ ଜଳପ୍ରପାତ ମଧ୍ୟ ରହିଛି । 

Overview[ସମ୍ପାଦନା]

Mainpat is known as the "Shimla/Swiss of Chhattisgarh" and is a popular tourist attraction. It is also home to a number of Tibetan religious exiles who worship at a temple dedicated to Buddha and manufacture designer mats as well as woolen cloth.


ମେନପାଟ ଗ୍ରାମକୁ " ଛତିଗଡର ଶିମଳା " ବୋଲି ମଧ୍ୟ କୁହାଯାଇଥାଏ । ଏଠାରେ କିଛି ତିବତର ଅଧିବାସୀ ସ୍ଥାୟୀ ଭାବରେ ବସବାସ କରି ଆସୁଛନ୍ତି । ସେମାନେ ଏକ ବୁଦ୍ଧ ମନ୍ଦିରରେ ଆରାଧନା କରନ୍ତି । 

ମେନପାଟରେ ଊଲରୁ ସୁନ୍ଦର ଡିଜାଇନର ମାଟ ତିଆରି ହୁଏ ଓ ତାହା ଦେଶର ଅନନ୍ୟ ସ୍ଥାନକୁ ବିକ୍ରି ପାଇଁ ଯାଏ   ବର୍ତ୍ତମାନ ଗ୍ରାମରେ ସଡକ ଓ ଅନନ୍ୟ ସୁବିଧା ସମୂହର ଉନ୍ନତିକାରଣ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଆକର୍ଷକ ଏହି ସ୍ଥାନର ଆହୁରି ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷୀରୁ ଯୋଜନା ମନ ରହିଛି । ବିଶେ ଭାବରେ ଗମନା ଗମନ ସୁବିଧା ହେଲେ ଏହା ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳ ହେଇ ପାରିବ । 

ଇତିହାସ [ସମ୍ପାଦନା]

ଗ୍ରାମରେ ସାଧାରଣତଃ ଯାଦବ ଓ ମାଝି ଜାତିର ଆଦିବାସୀ ସଂପ୍ରଦାୟ ବାସ କରନ୍ତି .

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

ମେନପାଟ travel guide from Wikivoyage