ମେନକା ଗାନ୍ଧୀ
ଦେଖଣା
ମେନକା ସଂଜୟ ଗାନ୍ଧୀ | |
|---|---|
![]() Maneka Gandhi in May 2014 | |
| Union Minister Ministry of Women and Child Development (India) | |
| Assumed office 26 May 2014 | |
| ପୂର୍ବ ଅଧିକାରୀ | Krishna Tirath |
| Member of Parliament for Pilibhit | |
| Assumed office 16 May 2014 | |
| ପୂର୍ବ ଅଧିକାରୀ | Varun Gandhi |
| କାର୍ଯ୍ୟକାଳ 1989–2009 | |
| ପୂର୍ବ ଅଧିକାରୀ | Bhanu Pratap Singh |
| ପର ଅଧିକାରୀ | Varun Gandhi |
| Minister of State – Independent Charge (Programme Implementation and Statistics) | |
| କାର୍ଯ୍ୟକାଳ 18 November 2001 – 30 June 2002 | |
| Minister of State – Independent Charge (Culture) | |
| କାର୍ଯ୍ୟକାଳ 1 September 2001 – 18 November 2001 | |
| Minister of Social Justice and Empowerment | |
| କାର୍ଯ୍ୟକାଳ 13 October 1999 – 1 September 2001 | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୬ ଅଗଷ୍ଟ ୧୯୫୬ New Delhi, India |
| ରାଜନୀତିକ ଦଳ | Bharatiya Janata Party |
| ଜୀବନ ସାଥୀ | Sanjay Gandhi |
| ସନ୍ତାନ | Varun Gandhi |
| ଘର | New Delhi, India |
| 18 June, 2006 ସୁଦ୍ଧା ଆଧାର: Government of India | |
ମେନକା ଗାନ୍ଧୀ (୨୬ ଅଗଷ୍ଟ ୧୯୫୬ —) ଭାରତର ଜଣେ ରାଜନେତ୍ରୀ ଏବଂ ପଶୁ-ଅଧିକାର କର୍ମୀ । ପୂର୍ବରୁ ସେ ଜଣେ ସାମ୍ବାଦିକା ମଧ୍ୟ ଥିଲେ। କିନ୍ତୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କନିଷ୍ଠ ପୁଅ ସ୍ୱର୍ଗତ ସଞ୍ଜୟ ଗାନ୍ଧୀଙ୍କ ସ୍ତ୍ରୀ ଭାବେ ସେ ଅଧିକ ପରିଚିତ। ସେ ଅନେକ ପୁସ୍ତକ ରଚନା କରିଛନ୍ତି ଏବଂ ତାଙ୍କର ଲେଖାଗୁଡ଼ିକ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରାୟ ସମୟରେ ପ୍ରକାଶିତ ହୋଇଥାଏ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
