Jump to content

ମେଧା ପାଟକର

ଉଇକିପିଡ଼ିଆ‌ରୁ

ଛାଞ୍ଚ:ତିଆରି ଚାଲୁଛି

ମେଧା ପାଟକର
ମେଧା ପାଟକର ୨୦୦୨
ଜନ୍ମ (1954-12-01) ଡିସେମ୍ବର ୧, ୧୯୫୪ (ବୟସ ୬୯)
ଅନ୍ୟ ନାମମେଧା ତାଇ
ଶିକ୍ଷାଏମେ ଇନ ସୋସିଆଲ ୱର୍କ
ଶିକ୍ଷାନୁଷ୍ଠାନTata Institute of Social Sciences
National Alliance of People's Movements (NAPM)
ଆନ୍ଦୋଳନନର୍ମଦା ବଞ୍ଚାଅ ଆନ୍ଦୋଳନ
ପୁରସ୍କାରରାଇଟ ଲାଇଭଲିହୁଡ଼ ଆୱାର୍ଡ

ମେଧା ପାଟକର (୧ ଡିସେମ୍ବର ୧୯୫୪), ଜଣେ ସମାଜସେବୀ ଯେ କି ଆଦିବାସୀ,ଦଳିତ, ଚାଷୀ, ଶ୍ରମିକ ଏବଂ ମହିଳାଙ୍କ ପ୍ରତି ହଉଥିବା ଅନ୍ୟାୟ ବିରୋଧରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରନ୍ତି ଏବଂ ସେ ବିଭିନ୍ନ ରାଜନୈତିକ ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ସେ ତିନୋଟି ରାଜ୍ୟର:ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଏବଂ ଗୁଜରାଟ ୩୧ ବର୍ଷ ପୁରୁଣା ଲୋକମାନଙ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ।ନର୍ମଦା ବଞ୍ଚାଅ ଆନ୍ଦୋଳନ(ଏନବିଏ) ଉଦ୍ଦେଶ୍ୟ ଥିଲା କି ଡ୍ୟାମ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଇଥିବା ଲୋକମାନଙ୍କୁ ଉଚିତ ନ୍ୟାୟ ମିଳୁ। ସେ ନ୍ୟାସନାଲ ଆଲେଆନ୍ସ ଅଫ୍ ପିପୁଲ ମୁମ୍ବମେଣ୍ଟ, ଏବଂ ଅାଲେଆନ୍ସ ପିପୁଲ ଅର୍ଗନାଇଜେସନର ପ୍ରତିଷ୍ଠାତା। [] ସେ ଡ୍ୟାମ କମିଶନର,ଯେ ଦୁନିଆର ପରିବେଶ, ସାମାଜିକ,ରାଜନୀତିକ ଓ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରିଥାଏ ତାଙ୍କ ସମୁଖରେ ସେ ଡ୍ୟାମର ଏକ ପ୍ରସ୍ତାବ ଉପସ୍ଥାନ କରିଥିଲେ,ଅଲଗା ଉପାୟ ମଧ୍ୟ ଚିନ୍ତା କରିଥିଲେ।[]

ପ୍ରାରମ୍ଭ ଜୀବନ

[ସମ୍ପାଦନା]

ସ୍ୱାଧୀନ ସଂଗ୍ରାମୀ ଏବଂ ଶ୍ରମିକ ସଂଗଠନ ନେତ୍ରୀ ମେଧା ପାଟକାରଙ୍କ ଜନ୍ମ ମୁମ୍ବାଇ, ମହାରାଷ୍ଟ୍ରରେ ୧ଡିସେମ୍ବର୧୯୫୪ ତାଙ୍କ ମାତା ଇନ୍ଦୁମତୀ ପିତା ବସନ୍ତ କହନକର।[]ପାଟକର ସୋସିଆଲ ୱର୍କରେ ଏମେ ଟାଟା ଇଂଷ୍ଟିଚିୟୁଟ ଅଫ୍ ସୋସିଆଲ ସାଇନ୍ସ କଲେଜରେ କାଟିଥିଲେ।ସେ ସ୍ୱେଚ୍ଛା ସଂଗଠନମାନଙ୍କ ସହ ମୁମ୍ବାଇରେ ଅନୁସୂଚିତ ଲୋକମାନଙ୍କ ପାଇଁ ୫ ବର୍ଷ କାର୍ଯ କରିଥିଲ, ସେ ୩ ବର୍ଷ ପାଇଁ ଉତ୍ତର-ପୂର୍ବ ଗୁଜରାଟ ଜିଲ୍ଲାରେ ଅନୁସୂଚିତ ଜନଜାତି ଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରିଥିଲେ। ସେ ପିଏଚଡ଼ିରେ ସ୍କାରଲସିପ ପାଇ ଟିଇସସରେ,ଅର୍ଥନୀତିକ ଉନ୍ନତି ଏବଂ ପରମ୍ପରା ସମାଜ ଉପରେ କିପରି ପ୍ରଭାବ ପକାଉଛି ତାଉପରେ ପଢ଼ିଥିଲେ।

ବିଭିନ୍ନ କାର୍ଯ୍ୟରେ ସକ୍ରିୟ

[ସମ୍ପାଦନା]

ନର୍ମଦା ବଞ୍ଚାଅ ଆନ୍ଦୋଳନ

[ସମ୍ପାଦନା]

ନର୍ମଦା ବଞ୍ଚାଅ ଆନ୍ଦୋଳନ ଏକ ସାମାଜିକ ଆନ୍ଦୋଳନ ଯାହା୧୯୮୫ରେ ଆରମ୍ଭ ହୋଇଥିଲା ଯାହାର ଉଦେଶ୍ୟ ଥିଲା ଆଦିବାସୀ, କିଷାନ, ମାଛଚାଷୀଙ୍କ ଏବଂ ନର୍ମଦା କୂଳରେ ବସବାସ କରୁଥିବା ଲୋକମାନଙ୍କଅଧିକାର ଓନ୍ୟାୟ ପାଇଁ ଥିଲା।ସବୁ ବର୍ଗର ଲୋକ ତାଙ୍କ ସହ ଏକମତ ଥିଲେ।

ମାର୍ଚ୍ଚ ୨୦୧୨ରେ ମେଧା ପାଟକାର

ଘର ବଞ୍ଚାଅ ଘର ବନାଅ ଆନ୍ଦୋଳନ

[ସମ୍ପାଦନା]

ହିରନନ୍ଦିନୀ ଜମି ଘୋଟଲା

[ସମ୍ପାଦନା]

ରାଜନୀତି ଜୀବନ

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସମ୍ମାନ

[ସମ୍ପାଦନା]
  1. "National Alliance of People's Movement Website". Archived from the original on 22 ସେପ୍ଟେମ୍ବର 2019. Retrieved 18 ମାର୍ଚ୍ଚ 2017.
  2. "Final report of World commission on dams" (PDF). United Nations Environment Programme. Archived from the original (PDF) on 26 ଡିସେମ୍ବର 2018. Retrieved 18 ମାର୍ଚ୍ଚ 2017.
  3. "A mother speaks: I worry for her but I know Medha is right". The Times of India. 19 ଅପ୍ରେଲ 2006. Archived from the original on 15 ମାର୍ଚ୍ଚ 2012. Retrieved 18 ମାର୍ଚ୍ଚ 2017.
  4. "Laureates 1991-Medha Patkar & Baba Amte / Narmada Bachao Andolan".
  5. Malhotra, Aditi. "A Guide to Aam Aadmi Party's National Candidates". Wall Street Journal. Retrieved 30 ମାର୍ଚ୍ଚ 2014.
  6. "Medha Patkar selected for 1999 M.A. Thomas National Human Rights Award".
  7. "Quicktakes Indian Express". The Indian Express. Retrieved 25 ଫେବୃଆରୀ 2014.
  8. "Medha Patkar – The People's Protestor". Tehelka Magazine. Archived from the original on 26 ଡିସେମ୍ବର 2018. Retrieved 15 ମାର୍ଚ୍ଚ 2017.
  9. "Mother Teresa Memorial International Award for Social Justice held on Sunday". dna. Diligent Media Corporation Ltd. 11 ନଭେମ୍ବର 2014. Retrieved 14 ଡିସେମ୍ବର 2014.

ସମ୍ମାନ

[ସମ୍ପାଦନା]