ମେଟୋଲାଜୋନ

ଉଇକିପିଡ଼ିଆ‌ରୁ

 

ମେଟୋଲାଜୋନ
Clinical data
Trade namesZaroxolyn, Zytanix, Metoz, others
AHFS/Drugs.commonograph
MedlinePlusa682345
Pregnancy
category
  • B
Routes of
administration
By mouth
Legal status
Legal status
  • Prescription only
Pharmacokinetic data
Bioavailability~65%
MetabolismKidney (minimal)
Elimination half-life14 hours
ExcretionPrimarily urine
Identifiers
  • 7-chloro-2-methyl-4-oxo-3-o-tolyl-1,2,3,4-tetrahydroquinazoline-6-sulfonamide
ECHA InfoCard100.037.748 Edit this at Wikidata
Chemical and physical data
FormulaC16H16ClN3O3S
Molar mass୩୬୫.୮୩ g·mol−1
3D model (JSmol)
Melting point260 °C (500 °F)
  • O=S(=O)(c3c(Cl)cc2c(C(=O)N(c1ccccc1C)C(N2)C)c3)N
  • InChI=1S/C16H16ClN3O3S/c1-9-5-3-4-6-14(9)20-10(2)19-13-8-12(17)15(24(18,22)23)7-11(13)16(20)21/h3-8,10,19H,1-2H3,(H2,18,22,23) checkY
  • Key:AQCHWTWZEMGIFD-UHFFFAOYSA-N checkY
  (verify)

ମେଟୋଲାଜୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜାରକ୍ସୋଲିନ୍, ହେଉଛି ଏକ ଔଷଧ ଯାହା ଇଡିମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ହୃଦ୍‌ପାତ କିମ୍ବା ବୃକ୍‌କ ରୋଗରେ ଶରୀରର ଅଧକ ତରଳ ପଦାର୍ଥ ନିଷ୍କାସନ ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧] ଏକ ଘଣ୍ଟା ମଧ୍ୟରେ ପରିସ୍ରା ବୃଦ୍ଧି ହୋଇପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍, କମ୍ ରକ୍ତ ସୋଡିୟମ୍, ଗାଉଟ, ଉଚ୍ଚ ରକ୍ତ ଶର୍କରା ଏବଂ ପେଟ ଫୁଲିବା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର, ବୃକ୍‌କ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୨] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ।[୨] ଏହା ଥିଆଜାଇଡ୍-ସମ ପ୍ରକାରର ଏକ ଡାଇୟୁରେଟିକ୍ ।[୨] ଏହା ପରିସ୍ରାରେ ସୋଡିୟମ୍ ଏବଂ ଜଳ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୨]

୧୯୬୬ ମସିହାରେ ମେଟୋଲାଜୋନ ପେଟେଣ୍ଟ ହୋଇଥିଲା ଏବଂ ୧୯୭୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୫ ମିଗ୍ରାର ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୦ଡଲାର୍ ଥିଲା ।[୪] କାନାଡାରେ ଏହି ରାଶି ନିମନ୍ତେ ପ୍ରାୟ ୪୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 247. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Metolazone Monograph for Professionals". Drugs.com. Archived from the original on 4 March 2016. Retrieved 18 November 2021.
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 457. ISBN 9783527607495. Archived from the original on 2021-08-28. Retrieved 2020-09-20.
  4. "Metolazone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 November 2021.
  5. "Formulary Sixtieth Edition" (PDF). 2011. Archived (PDF) from the original on 5 July 2017. Retrieved 18 November 2021.