ମୁରଲୀଧର କାନୁନ୍‍ଗୋ

ଉଇକିପିଡ଼ିଆ‌ରୁ
ମୁରଲୀଧର କାନୁନ୍‍ଗୋ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1914-08-20)୨୦ ଅଗଷ୍ଟ ୧୯୧୪
ମୃତ୍ୟୁ୨୧ ନଭେମ୍ବର ୧୯୯୦(1990-11-21) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନ କଂଗ୍ରେସ
ଜୀବନ ସାଥୀହରମଣି କାନୁନ୍‌ଗୋ
ବାପା/ବୋଉବୈରାଗୀ ଚନ୍ଦ୍ର କାନୁନ୍‌ଗୋ (ବାପା)
ବୃତ୍ତିରାଜନୀତିଜ୍ଞ

ମୁରଲୀଧର କାନୁନ୍‍ଗୋ (୨୦ ଅଗଷ୍ଟ ୧୯୧୪ - ୨୧ ନଭେମ୍ବର ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମୁରଲୀଧର କାନୁନ୍‍ଗୋ ୧୯୧୪ ମସିହାର ଅଗଷ୍ଟ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୈରାଗୀ ଚନ୍ଦ୍ର କାନୁନ୍‌ଗୋ ଓ ପତ୍ନୀଙ୍କ ନାମ ହରମଣି କାନୁନ୍‌ଗୋ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମୁରଲୀଧର କାନୁନ୍‍ଗୋ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ମୁରଲୀଧର କାନୁନ୍‍ଗୋ ୧୯୯୦ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Muralidhar Kanungo". odishaassembly.nic.in. Odisha Assembly. Retrieved 18 October 2022.