ମିଥାଇଲଡୋପା
Clinical data | |
---|---|
Trade names | Aldomet, Aldoril, Dopamet, others |
Synonyms | L-α-Methyl-3,4-dihydroxyphenylalanine |
AHFS/Drugs.com | monograph |
MedlinePlus | a682242 |
Pregnancy category | |
Routes of administration | by mouth, IV |
ATC code | |
Legal status | |
Legal status | |
Pharmacokinetic data | |
Bioavailability | approximately 50% |
Metabolism | Liver |
Onset of action | 4 to 6 hrs[୧] |
Elimination half-life | 105 minutes |
Duration of action | 10 to 48 hrs[୧] |
Excretion | Kidney for metabolites |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEMBL | |
ECHA InfoCard | 100.008.264 |
Chemical and physical data | |
Formula | C10H13NO4 |
Molar mass | 211.215 g/mol |
3D model (JSmol) | |
| |
| |
(what is this?) (verify) |
ମିଥାଇଲଡୋପା (ଇଂରାଜୀ ଭାଷାରେ Methyldopa, ଏକ ବିକ୍ରୟ ନାମ ଆଲଡୋମେଟ /Aldomet) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ରୋଗ ଚିକିତ୍ସାରେ ଦିଆଯାଏ । ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ high blood pressure in pregnancy ଏହା ସବୁଠାରୁ ପସନ୍ଦଯୋଗ୍ୟ ଔଷଧ । ଅତ୍ୟୁଚ୍ଚ ଲକ୍ଷଣଯୁକ୍ତ ରକ୍ତଚାପ (very high blood pressure resulting in symptoms) ଥିଲେ ଅନ୍ୟାନ୍ୟ ଔଷଧ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଔଷଧର ପ୍ରଭାବ ୫ ଘଣ୍ଟା ପରେ ଆସେ ଓ ପ୍ରାୟ ଗୋଟିଏ ଦିନ ରହେ । [୧]
ଏହି ଔଷଧ ସେବନରେ ବହୁତ ନିଦ ଲାଗେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋହିତ ରକ୍ତ କଣିକା ଫାଟିଯାଏ (red blood cell breakdown), ଯକୃତ ସମସ୍ୟା ହୁଏ ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ alpha-2 adrenergic receptor agonist ଶ୍ରେଣୀର ମିଥାଇଲଡୋପା ଏକ ଔଷଧ । ସିମ୍ପାଥେଟିକ ସ୍ନାୟୁ ମଣ୍ଡଳର (sympathetic nervous system) କାର୍ଯ୍ୟ କମେଇବା ନିମନ୍ତେ ମିଥାଇଲଡୋପା ମସ୍ତିଷ୍କକୁ ଉତ୍ତେଜିତ କରେ ।[୧]
ମିଥାଇଲଡୋପା ସନ ୧୯୬୦ରେ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୪.୩୧ରୁ ୯.୪୮ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Methyldopa". The American Society of Health-System Pharmacists. Retrieved 8 December 2016.
- ↑ Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Methyldopa". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 140. ISBN 9781284057560.