ମିଗଲିଟୋଲ

ଉଇକିପିଡ଼ିଆ‌ରୁ
Miglitol
Structural diagram of miglitol
Clinical data
Trade names Glyset
AHFS/Drugs.com Monograph
MedlinePlus a601079
License data
• <abbr class="country-name" title="<nowiki>United States</nowiki>">US FDA: Miglitol
Pregnancy

category
• <abbr class="country-name" title="<nowiki>Australia</nowiki>">AU: B3
Routes of

administration By mouth (tablets)
Drug class α-glucosidase inhibitor
Legal status
Legal status
• <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability Dose-dependent
Protein binding Negligible (<4.0%)
Metabolism Nil
Elimination half-life 2 hours
Excretion Kidney (95%)
Identifiers
IUPAC name
• (2R,3R,4R,5S)-1-(2-Hydroxyethyl)-2-(hydroxymethyl)

piperidine-3,4,5-triol
Chemical and physical data
Formula C8H17NO5
Molar mass 207.226 g·mol−1
3D model (JSmol)
Density 1.458 g/cm3
Melting point 114 °C (237 °F)
SMILES
• OCCN1[C@@H]([C@@H](O)[C@H](O)[C@@H](O)C1)CO
InChI
• InChI=1S/C8H17NO5/c10-2-1-9-3-6(12)8(14)7(13)5(9)4-11/h5-8,10-14H,1-4H2/t5-,6+,7-,8-/m1/s1 checkY
• Key:IBAQFPQHRJAVAV-ULAWRXDQSA-N checkY
(verify)

ମିଗଲିଟୋଲ (ଇଂରାଜୀ ଭାଷାରେ Miglitol), ଗ୍ଲାଇସେଟ୍ ଏହାର ବିକ୍ରୟ ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଅନ୍ତନଳୀରେ ଗ୍ୟାସ ବୃଦ୍ଧି ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ନେବା ଯୋଗୁ କ୍ଷତିର କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ଏକ α- ଗ୍ଲୁକୋସିଡେଜ ଇନହିବିଟର ଯାହା ଜଟିଳ ଶ୍ୱେତସାରଗୁଡ଼ିକୁ ଗ୍ଲୁକୋଜରେ ପରିଣତ କରେ ।[୧]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଗଲିଟୋଲ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୨୪ ଡଲାର ଖର୍ଚ୍ଚ ହୋଇଥାଏ ।[୩]

ଆଧାର[ସମ୍ପାଦନା]

1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Miglitol Monograph for Professionals". Drugs.com. Archived from the original on 14 August 2020. Retrieved 18 November 2021.
2. "Miglitol (Glyset) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 18 November 2021.
3. ୩.୦ ୩.୧ "Miglitol Prices, Coupons & Savings Tips - GoodRx". GoodRx. Retrieved 18 November 2021.