ମାଭାକାମ୍ଟେନ

ଉଇକିପିଡ଼ିଆ‌ରୁ
ମାଭାକାମ୍ଟେନ
Clinical data
Trade namesCamzyos
SynonymsMYK-461
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 6-[[(1S)-1-phenylethyl]amino]-3-propan-2-yl-1H-pyrimidine-2,4-dione
Chemical and physical data
FormulaC15H19N3O2
Molar mass୨୭୩.୩୪ g·mol−1
3D model (JSmol)
  • CC(C)N1C(=O)NC(N[C@@H](C)C2=CC=CC=C2)=CC1=O
  • InChI=1S/C15H19N3O2/c1-10(2)18-14(19)9-13(17-15(18)20)16-11(3)12-7-5-4-6-8-12/h4-11,16H,1-3H3,(H,17,20)/t11-/m0/s1
  • Key:RLCLASQCAPXVLM-NSHDSACASA-N

ମାଭାକାମ୍ଟେନ (ଇଂରାଜୀ ଭାଷାରେ Mavacamten), ଯାହା କାମଜିଓସ ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ହାଇପରଟ୍ରଫିକ ଅବଷ୍ଟ୍ରକ୍ଟିଭ କାର୍ଡିଓମାୟୋପାଥି (ଏଚସିଓଏମ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] [୨] ଏହା ମୁଖରେ ଦିଆଯାଏ ।[1]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ ଓ ସିନ୍କୋପ ହୋଇପାରେ ।[୨] ଏହା ବ୍ୟତୀତ ହୃଦ୍‌ପାତ ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁ ପ୍ରତି ବିପଦ ହୋଇପାରେ । ଏହା ଏକ କାର୍ଡ଼ିଆକ ମାୟୋସିନ ପ୍ରତିରୋଧକ ଔଷଧ ।

ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ପାଇଁ ୨୦୨୨ ମସିହାର ମାଭାକାମ୍ଟେନ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ଏହା ୟୁରୋପ ବା ଯୁକ୍ତରାଜ୍ୟରେ ଏହା ଉପଲବ୍‌ଧ ହୋଇନଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହି ଔଷଧ ପିଛା ୭୮୦୦ ଡଲାର ଖର୍ଚ୍ଚ ହୁଏ ।[୪]

ଆଧାର[ସମ୍ପାଦନା]

  1. "Archive copy". Archived from the original on 2022-11-13. Retrieved 2022-11-29.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ "Camzyos- mavacamten capsule, gelatin coated". DailyMed. 28 April 2022. Archived from the original on 3 July 2022. Retrieved 15 May 2022.
  3. "Mavacamten". SPS - Specialist Pharmacy Service. 19 October 2018. Archived from the original on 24 June 2022. Retrieved 12 December 2022.
  4. "Camzyos Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.