Jump to content

ମାଫେନାଇଡ

ଉଇକିପିଡ଼ିଆ‌ରୁ
ମାଫେନାଇଡ
Clinical data
Trade namesSulfamylon
SynonymsMafenide acetate
AHFS/Drugs.commonograph
Routes of
administration
Topical
Legal status
Legal status
  • ℞ (Prescription only)
Identifiers
  • 4-(Aminomethyl)benzenesulfonamide
ECHA InfoCard100.004.843 Edit this at Wikidata
Chemical and physical data
FormulaC7H10N2O2S
Molar mass୧୮୬.୨୩ g·mol−1
3D model (JSmol)
  • O=S(=O)(c1ccc(cc1)CN)N
  • InChI=1S/C7H10N2O2S/c8-5-6-1-3-7(4-2-6)12(9,10)11/h1-4H,5,8H2,(H2,9,10,11) checkY
  • Key:TYMRLRRVMHJFTF-UHFFFAOYSA-N checkY
  (verify)

ମାଫେନାଇଡ (ଇଂରାଜୀ ଭାଷାରେ Mafenide), ଅନ୍ୟମାନଙ୍କ ମଧ୍ୟରେ ସଲଫାମାଇଲନ ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଦଗ୍ଧ ରୋଗୀଙ୍କ ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଦ୍ୱିତୀୟ କିମ୍ବା ତୃତୀୟ ଡିଗ୍ରୀ ଦଗ୍ଧ ରୋଗୀ ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ଚର୍ମରେ କ୍ରିମ୍ କିମ୍ବା ଦ୍ରବଣ ଆକାରରେ ପ୍ରୟୋଗ କରାଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏହା ପ୍ରୟୋଗ ହୋଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ଏସିଡୋସିସ୍ ହୋଇପାରେ ।[୧] ବୃକ୍‌କ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଏହା ଏକ ସଲଫୋନାମାଇଡ୍ ଏବଂ ମୃତ ତନ୍ତୁ ଭିତର ଦେଇ ଯିବାକୁ ସକ୍ଷମ ଅଟେ ।[୨] [୪]

୧୯୩୦ ଦଶକରେ ମାଫେନାଇଡ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୬୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୫ ପୁଟୁଳି ବା ପ୍ୟାକର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୫ ଡଲାର ଥିଲା । [୫] ଏହା ଜାପାନରେ ମଧ୍ୟ ଉପଲବ୍ଧ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Mafenide Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 14 November 2021.
  2. ୨.୦ ୨.୧ Rosenthal, Laura; Burchum, Jacqueline (17 February 2017). Lehne's Pharmacotherapeutics for Advanced Practice Providers - E-Book (in ଇଂରାଜୀ). Elsevier Health Sciences. p. 822. ISBN 978-0-323-44779-9. Archived from the original on 14 November 2021. Retrieved 14 November 2021.
  3. ୩.୦ ୩.୧ Wilson, William C.; Grande, Christopher M.; Hoyt, David B. (5 February 2007). Trauma: Resuscitation, Perioperative Management, and Critical Care (in ଇଂରାଜୀ). CRC Press. p. 944. ISBN 978-1-4200-1526-3. Archived from the original on 14 November 2021. Retrieved 14 November 2021.
  4. Cancio, Leopoldo C. (1 February 2021). "Topical Antimicrobial Agents for Burn Wound Care: History and Current Status". Surgical Infections. 22 (1): 3–11. doi:10.1089/sur.2020.368.
  5. "Mafenide Prices and Mafenide Coupons - GoodRx". GoodRx. Retrieved 14 November 2021.
  6. "Sulfonamides - Infectious Diseases". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 14 November 2021.