ମାଣ
ଦେଖଣା
ଜମିର ଆକାର
[ସମ୍ପାଦନା]ଜମିର ଆକାର ବା କ୍ଷେତ୍ର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ | ପଚିଶ ଗୁଣ୍ଠ ପରିମିତ ଜମିକୁ ନେଇ ଏକ ମାଣ ଜମି ହେଇଥାଏ ।
ଶସ୍ୟର ପରିମାଣ
[ସମ୍ପାଦନା]ଶସ୍ୟାଦିର ପରିମାଣ ମାପିବା ପାଇଁ ମାଣ ଏକ ପରିମାପର ଏକକ ।
ଶସ୍ୟାଦି ମପାଯିବା ପାଇଁ ଗଉଣୀ ବେତ, ଲୁହା, ପିତଳ, କାଠ ଆଦିର ଏକ ଗହୀରିଆ ପାତ୍ରକୁ ବ୍ୟବହାର କରା ଯାଇଥାଏ । ତାକୁ ମଧ୍ୟ ମାଣ କୁହାଯାଏ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |