ମହାରାଣା ପ୍ରତାପ
ଦେଖଣା
| ପ୍ରତାପ ସିଂ | |
|---|---|
| ମହାରାଣା | |
| ମହାରାଣା ପ୍ରତାପ ସିଂ | |
| ଶାସନକାଳ | ୨୮ ଫେବୃଆରୀ ୧୫୭୨ - ୨୯ ଜାନୁଆରୀ ୧୫୯୭ (Error: ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "2" । This is not a valid number. Please refer to the documentation at {{number table sorting}} for correct input.ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।327 ଦିନ) |
| ରାଜ୍ୟାଭିଷେକ | ୨୮ ଫେବୃଆରୀ ୧୫୭୨ |
| ପୂର୍ବାଧିକାରୀ | ଉଦୟ ସିଂ II |
| ଉତ୍ତରାଧିକାରୀ | ଅମର ସିଂ I |
| ଜୀବନସାଥୀ | ମହାରାଣୀ ଅଜବଦେ |
| ସନ୍ତାନସନ୍ତତିଗଣ | |
| ଅମର ସିଂ ୧ ଭଗବାନ ଦାସ | |
| ସମ୍ପୂର୍ଣ୍ଣ ନାମ | |
| ମହାରାଣା ପ୍ରତାପ ସିଂ ସିସୋଦିଆ | |
| ବାପା | ଉଦୟ ସିଂ II |
| ମାଆ | ମହାରାଣୀ ଜୟୱନ୍ତା ବାଇ |
| ଜନ୍ମ | ୯ ମଇ ୧୫୪୦ Kumbhalgarh Fort, ରାଜସ୍ଥାନ |
| ମୃତ୍ୟ | ୨୯ ଜାନୁଆରୀ ୧୫୯୭ (ବୟସ ୫୬) Chavand, ରାଜସ୍ଥାନ |
| ସମାଧି | Cremated in Vandoli village |
| ଧର୍ମ | ହିନ୍ଦୁ |
ମହାରାଣା ପ୍ରତାପ (୦୯ ମଇ ୧୫୪୦ -୨୯ ଜାନୁଆରୀ ୧୫୯୭)ମେୱାରର ଶାସନକର୍ତ୍ତା ଥିଲେ । ଏହି ଅଞ୍ଚଳ ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଯାହା ଏବେ ରାଜସ୍ଥାନ ନାମରେ ପରିଚିତ । ତାଙ୍କ ଜନ୍ମଦିନ ଉତ୍ସବ (ମହାରାଣା ପ୍ରତାପ ଜୟନ୍ତୀ) ଜ୍ୟେଷ୍ଠ ଶୁକ୍ଲପକ୍ଷ ତ୍ରୟୋଦଶୀରେ ପୂରା ଉତ୍ସାହର ସହ ପାଳନ କରାଯାଏ। ସେ ହେଉଛନ୍ତି ମହାରାଣୀ ଜୟବନ୍ତାବାୟୀ ଏବଂ ଉଦୟସିଂହଙ୍କର ଜ୍ୟେଷ୍ଠ ପୁତ୍ର ।[୧][୨]ସେ ସିସୋଦିଆ ବଂଶର ରାଜପୁତ ବଂଶଧର ଥିଲେ।[୩][୪] ସେ ହେଉଛନ୍ତି ସିସୋଡ଼ିଆ କୂଳର ରାଜପୂତ ରାଜା। ମହାରାଣା ପ୍ରତାପ ସିଂହ ହେଉଛନ୍ତି ଜଣେ ନିର୍ଭୟ ଯୋଦ୍ଧା ଏବଂ ବିଚକ୍ଷଣ ବୁଦ୍ଧିରେ ଚତୁର । ସେ ସଫଳତାର ସହିତ ମହାନ୍ ଶକ୍ତିଶାଳୀ ସେନା ମୋଗଲ ସହ ଯୁଦ୍ଧକରି ମରିବାପର୍ଯ୍ୟନ୍ତ ନିଜ ପ୍ରଜାମାନଙ୍କୁ ରକ୍ଷା କରିଥିଲେ ।
ଜନ୍ମ
[ସମ୍ପାଦନା]ଜୀବନୀ
[ସମ୍ପାଦନା]ସଂଯୋଗ
[ସମ୍ପାଦନା]ମୋଗଲ ସହିତ ଯୁଦ୍ଧ
[ସମ୍ପାଦନା]ମୋଗଲ ସହିତ ହଳଦିଘାଟି ଯୁଦ୍ଧ
[ସମ୍ପାଦନା]ରାଜକୀୟ ପରମ୍ପରା
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ Rana 2004, p. 28.
- ↑ Rana 2004, p. 105.
- ↑ Sarkar, Jadunath (1994). A History of Jaipur. p. 48. ISBN 9788125003335.
- ↑ Daryanani, Mohan B. (1999). Who's who on Indian Stamps. p. 302. ISBN 9788493110109.