ମହାଦେବ ମନ୍ଦିର, ଇତାଗି

Coordinates: 15°29′24″N 75°59′42″E / 15.49°N 75.995°E / 15.49; 75.995
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମହାଦେବ ମନ୍ଦିର
ଇତାଗି
ଇତାଗି
ଗ୍ରାମ
୧୧୧୨ ମସିହାରେ ଇତାଗି ମହାଦେବ ମନ୍ଦିର
୧୧୧୨ ମସିହାରେ ଇତାଗି ମହାଦେବ ମନ୍ଦିର
ମହାଦେବ ମନ୍ଦିର is located in Karnataka
ମହାଦେବ ମନ୍ଦିର
ମହାଦେବ ମନ୍ଦିର
Location in Karnataka, India
Coordinates: 15°29′24″N 75°59′42″E / 15.49°N 75.995°E / 15.49; 75.995
Country India
Stateକର୍ଣ୍ଣାଟକ
ଜିଲ୍ଲାକୋପ୍ପଲ
Government
 • Typeପଂଚାୟତ ରାଜ
Languages
 • OfficialKannada କନ୍ନଡ଼
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣ୩୭
Nearest cityKuknur
Websitekarnataka.gov.in

ମହାଦେବ ମନ୍ଦିର କର୍ଣ୍ଣାଟକ ପ୍ରଦେଶର କୋପପାଳ ଜିଲ୍ଲାରେ (Koppal District) ଥିବା ଏଲବୁରଗା (Yelburga) ତାଲୁକର ଇତାଗି ଟାଉନରେ ଅବସ୍ଥିତ । ଏହା କୁଙ୍କୁରଠାରୁ ୭ କିମି ଓ ଳକ୍କୁଣ୍ଡିଠାରୁ (Lakkundi) ୨୦ କିମି ଦୂରରେ ଅବସ୍ଥିତ ।


ମହାଦେବ ମନ୍ଦିର[ସମ୍ପାଦନା]

କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାର ଇଟାଗିରେ ମହାଦେବ ମନ୍ଦିର
କୋପଲ ଜିଲ୍ଲାର ଇଟାଗିରେ ମହାଦେବ ମନ୍ଦିର, ୧୧୧୨ ମସିହା, ଏକ ନାଗରା ସୁପରଷ୍ଟ୍ରକ୍ଚର୍ ସହିତ ଦ୍ରାବିଡ କଳାକୃତିର ଏକ ଉଦାହରଣ

ମହାଦେବ ମନ୍ଦିର ଅନ୍ନିଗେରିଠାରେ (Annigeri) ଅମୃତେଶ୍ୱର ମନ୍ଦିର (Amruteshwara Temple) ଢାଞ୍ଚାରେ ତିଆରି ହୋଇଛି । ଏହି ମନ୍ଦିର ସମାନ ସ୍ଥାପତ୍ୟ ଶୈଳୀରେ ତିଆରି ହୋଇଛି କେବଳ କିଛି ତିଆରି ପାର୍ଥକ୍ୟ ଅଛି । ପଶ୍ଚିମ ଚାଲୁକ୍ୟର ରାଜା ବିକ୍ରମାଦିତ୍ୟ ୬ (Western Chalukya King Vikramaditya VI)ଶାସନ କାଳରେ ଆର୍ମିର ମହାଦେବ ନାମକ ଏକ ଦଣ୍ଡନାୟକ (କମାଣ୍ଡର ) ୧୧୧୨ ମସିହାରେ ତିଆରି କରେଇଥିଲେ । ଗଡଗର ଉତ୍ତର ଦିଗରେ ୨୨ କିମି ଓ ହାମ୍ପିର ପଶ୍ଚିମ ଦିଗରେ ୪୦ କିମି ଦୂରରେ ଇତାଗି (Hampi) ଅବସ୍ଥିତ । ମନ୍ଦିର ଗାତ୍ରରେ ଖୋଦିତ ପଶ୍ଚିମ ଚାଲୁକ୍ୟ ସ୍ଥାପତ୍ୟର ସମ୍ପୂର୍ଣ୍ଣ ପସନ୍ଦ ଦର୍ଶାଯାଇଛି । ୧୧୧୨ ମସିହାରେ ଏହି ମନ୍ଦିର ଗାତ୍ରରେ ‘ମନ୍ଦିରମାନଙ୍କର ମହାରାଜା’ ବା ‘ଦେବାଳୟ ଚକ୍ରବର୍ତ୍ତୀ’ ଖୋଦିତ ହୋଇଛି ।[୧][୨][୩] ‘ହଲେବିଦୁ (Halebidu) ପରେ ଏହା ଏକ କନ୍ନଡ଼ର ଶ୍ରେଷ୍ଠ ମନ୍ଦିର’, ଏହା କଳା ଐତିହାସିକ ହେନରୀ କୌଶେନ ଲେଖିଛନ୍ତି ।[୨][୪] ପ୍ରଚଳିତ କର୍ଣ୍ଣାଟ ଦ୍ରାବିଡ଼ିଆନ ସ୍ଥାପତ୍ୟ (dravida|) ଶୈଳୀର ଏହି ଚାଲୁକ୍ୟ ଏକ ସ୍ଥାନୀୟ ପାର୍ଥକ୍ୟ ରୂପେ ବିଦିତ ।[୫] ଏହି ମନ୍ଦିରକୁ ଆର୍କିଓଲୋଜି ଅଫ ଇଣ୍ଡିଆ ସଂସ୍ଥା ଏହାକୁ ଜାତୀୟ ସ୍ମାରକୀ ମାନ୍ୟତା ଦେଇଛି ।[୩]

ମନ୍ଦିର ପ୍ଲାନ[ସମ୍ପାଦନା]

ଚାଲୁକ୍ୟ କମାଣ୍ଡର ‘ମହାଦେବ’ଙ୍କ ପିତାମାତାଙ୍କ (ମୂର୍ତିନାରାୟଣ ଓ ଚନ୍ଦ୍ରଲେଶ୍ୱରୀ) ନାମରେ ଦୁଇଟି ସମାଧି ଅଛି ।[୬] ଖୋଲା ହଲ ଛାତର କିଛି ଅଂଶ ନାହିଁ ।[୭] ଲିଙ୍ଗ ଥିବା ମୂଳ ମନ୍ଦିର ଚାରି ପାଖରେ ୧୩ଟି ଛୋଟ ମନ୍ଦିର ଅଛି ଶିବ ଲିଙ୍ଗ,[୭] ଅଛି ।

ଆବଦ୍ଧ ହଲର ପ୍ରତ୍ୟେକ ଦିଗରେ ଦ୍ୱାର ଅଛି । ଖୋଲା ହଲର ୬୪ଟି ସ୍ତମ୍ଭ ଅଛି ଓ ୨୪ଟି ଛୋଟ ସ୍ତମ୍ଭ ଅଛି । ବଡ଼ ସ୍ତମ୍ଭ ଛାତକୁ ସାହାରା ଦେଉଛି ।

ଗ୍ୟାଲେରି[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Cousens (1926), p. 101
  2. ୨.୦ ୨.୧ Kamath (2001), pp. 117–118
  3. ୩.୦ ୩.୧ Rao, Kishan. "Emperor of Temples crying for attention". The Hindu, June 10, 2002. The Hindu. Archived from the original on 28 November 2007. Retrieved 10 November 2006.{{cite web}}: CS1 maint: unfit URL (link)
  4. Quote:"A title it fully deserves, for it is probably the finest temple in Kanarese districts, after Halebidu" (Cousens 1926, p101)
  5. Hardy (1995), pp. 6–7
  6. Rao, Kishan (10 June 2002). "Emperor of Temples' crying for attention". The Hindu. Archived from the original on 28 November 2007. Retrieved 9 November 2007.{{cite web}}: CS1 maint: unfit URL (link)
  7. ୭.୦ ୭.୧ Cousens (1926), p. 100