ମନ୍ଦୋଦରୀ ମନ୍ଦିର, ବେଟକୀ
Appearance
ଶ୍ରୀ ମନ୍ଦୋଦରୀ ମନ୍ଦିର , ଭାରତୀୟ ରାଜ୍ୟ ଗୋଆର ବେତକୀଠାରେ ଥିବା ଏକ ହିନ୍ଦୁ ମନ୍ଦିର । ,[୧] ଏହା ପୋଣ୍ଡା ଅଞ୍ଚଳରୁ ପ୍ରାୟ 5 କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ରପତ୍ତାନଠାରୁ 81 ଫୁଟ ଉପରେ ରହିଛି ।
ଆରାଧ୍ୟା ଦେବୀ
[ସମ୍ପାଦନା]ଏହା ବେଟକୀ ଗ୍ରାମର ଆରାଧ୍ୟା ଦେବୀ ଭାବରେ ରହିଛନ୍ତି । ଏହା ରାମାୟଣର ଚରିତ୍ର ରାବଣଙ୍କ ପତ୍ନୀ ମନ୍ଦୋଦରୀ ନୁହନ୍ତି । ବ୍ୟୁପତ୍ତି "ମନ୍ଦ" ସ୍ଥାନୀୟ ଭାଷାରେ ଜଳ ଓ " ଉଦର" କୁ ପିଟିଏକୁ ବୁଝାଏ । ତେଣୁ ଜଳରେ ଜନ୍ମ ହେଇଥିବାର ଅର୍ଥ ଭାବରେ " ମନ୍ଦୋଦରୀ " ଶବ୍ଦ ବୁଝାଇଥାଏ । ପୁରାକାଳରେ ବେତକୀ ଗ୍ରାମରେ ବହୁ ଜଳାଭାବ ଥିବାରୁ କେତେକ ବ୍ୟକ୍ତି ତାଙ୍କର ସନ୍ତାନକୁ ଜଳରେ ଭସେଇ ଦେଇଥିଲେ , ଏହା ବିଶ୍ୱାସ କରି ଯେ ଗ୍ରାମରେ ଜଳାଧାର ଆସିବା । ତାଙ୍କର ସ୍ମୃତିରେ ଏହି ମନ୍ଦିର ନିର୍ମିତ ହେଇଥିବା କୁହାଯାଇଥାଏ ।
ଶ୍ରୀ ମନ୍ଦୋଦର ଦେବସ୍ଥାନମ ସଂସ୍ଥା 2013 ମସିହାରେ ତାହାର ଶତବାର୍ଷିକୀ ପାଳନ କରିଥିଲା ।
ଆଧାର
[ସମ୍ପାଦନା]- ↑ "Shree Mandodari Sounsthan, Betki". Retrieved 17 May 2014.