ମଞ୍ଜୁ ବାଲା
ଦେଖଣା
ମଞ୍ଜୁ ବାଲା ସ୍ୱାମୀ ( ଜନ୍ମ ୧ , ଜୁଲାଇ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ହମ୍ମାର ଥ୍ରୋ ବିଭାଗରେ ପ୍ରତିଯୋଗିତା କରିଥାନ୍ତି । ସେ ୨୦୧୪ ମସିହାରେ ଦକ୍ଷିଣ କୋରିଆର ଇଞ୍ଜିଆନଠାରେ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ପରେ ରୌପ୍ୟ ପାଇଥିବା ପ୍ରତିଯୋଗୀ ଝଙ୍ଗ ଡୋପ [୧][୨][୩] ଟେଷ୍ଟରେ ବିଫଳ ହେବା ଯୋଗୁଁ ତାଙ୍କୁ ରୌପ୍ୟ ପଦକ ଦିଆଯାଇଥିଲା । ତେବେ ପୁଣି ରୌପ୍ୟ ବିଜେତାଙ୍କୁ ନିର୍ଦୋଷ ସାବିତ କରାଯାଇ ରୌପ୍ୟ ଦିଆ ଯାଇଥିଲା । .[୪]
ଆଧାର
[ସମ୍ପାଦନା]- ↑ "Silver boost for India after hammer throw champ tests positive". Indian Express. 4 October 2014. Retrieved 19 October 2014.
- ↑ "Manju's bronze upgraded after higher finisher tests positive". The Times of India. 3 October 2014. Retrieved 19 October 2014.
- ↑ "Profile of Manju BALA SINGH". www.all-athletics.com. Archived from the original on 5 March 2015. Retrieved 19 October 2014.
- ↑ "Manju's silver changed to bronze". The Telegraph. 7 May 2015. Retrieved 14 August 2015.
ବାହାର ଲିଙ୍କ
[ସମ୍ପାଦନା]- ମଞ୍ଜୁ ବାଲା profile at IAAFIAAF