ମଞ୍ଜୁଳା ପଦ୍ମନାଭନ

ଉଇକିପିଡ଼ିଆ‌ରୁ

ମଞ୍ଜୁଳା ପଦ୍ମନାଭନ (ଜନ୍ମ ୧୯୫୩) ଜଣେ ନାଟକ ଲେଖିକା , ସାମ୍ବାଦିକ , କମିକ କଳାକାର ଓ ଶିଶୁ ପୁସ୍ତକ ଲେଖିକା । 

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ତାଙ୍କର ଜନ୍ମ ନୂଆ ଦିଲ୍ଲୀଠାରେ ୧୯୫୩ ମସିହାରେ ହେଇଥିଲା । ସେ ଆବାସିକ ସ୍କୁଲରେ ରହି ପାଠ ପାଢୀଥିଲେ । ଶିକ୍ଷା ପରେ ସେ ପ୍ରକାଶନ ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ଥାନ ଗ୍ରହଣ କରି ସ୍ୱାଧୀନ ଭାବରେ କାର୍ଯ୍ୟ କରନ୍ତି । 

କାର୍ଯ୍ୟ ଜୀବନୀ [ସମ୍ପାଦନା]

ସେ ତାଙ୍କର ନାଟକ " Harvest" ପାଇଁ ଗ୍ରୀକ ଅଣାଶୀଶ ପୁରସ୍କାର ଲାଭ କରିଥିଲେ । ଏହି ନାଟକ ଉପରେ ପର୍ଯ୍ୟବସିତ କାହାଣୀରେ ନିର୍ଦ୍ଦେଶକ ଗୋବିନ୍ଦ ନିହାଲନି " ଦେହମ " ନାମରେ ଏକ ପୁରସ୍କୃତ ଫିଲ୍ମ ନିର୍ମାଣ କରିଥିଲେ । .

ତାଙ୍କ ରଚିତ ନାଟକ " Lighys Out " ୧୯୮୪ ମସିହାରେ ଏକ ବଳିଷ୍ଠ ନାଟକର ମାନ୍ୟତା ପାଇଥିଲା । ସେ " ଠେ Artist; Model " ୦ " Sexfet" ନାମକ ନାଟକ ମାନ ମଧ୍ୟ ଲେଖିଥିଲେ । .[୧]

"Kleptomania. " ଓ "Escape" ନାମରେ ସେ ଗଳ୍ପ ସଂକଳନ ମାନ ଲେଖି ପୁରସ୍କୃତ ହେଇଥିଲେ । .

ସେ ସମ୍ବାଦପତ୍ରରେ ନିୟମିତ ଭାବରେ ସ୍ତମ୍ଭ ଲେଖିବା ସହ ସେ କମିକ୍ସ ମଧ୍ୟ ଆଙ୍କୁଥିଲେ । ସନଡେ ଅବଜର୍ଭର[୨] ସମ୍ବାଦପତ୍ରରେ ତାଙ୍କର କମିକ୍ସ ଓ ପ୍ରବନ୍ଧ ମୁଦ୍ରିତ ହେଉଥିଲା । ପରେ ସେ ପାୟୋନିୟର ସମ୍ବାଦପତ୍ରରେ କାର୍ଟୁନ ଅଙ୍କନ କରୁଥିଲେ । 

ନାଟ୍ୟଲେଖିକା ଭାବରେ [ସମ୍ପାଦନା]

  • 1984 - "Lights Out"
  • 2003. Harvest. London: Aurora Metro Press.

ଲେଖିକା ଓ ଚିତ୍ରକର ଭାବରେ [ସମ୍ପାଦନା]

  • 2013. Three Virgins and Other Stories New Delhi, India: Zubaan Books.
  • 2011. I am different! Can you find me? Watertown, Mass: Charlesbridge Pub.
  • 2005. Unprincess! New Delhi: Puffin Books.
  • 1986. A Visit to the City Market New Delhi: National Book Trust

ଚିତ୍ରକାର ଭାବେ [ସମ୍ପାଦନା]

  • Baig, Tara Ali, and Manjula Padmanabhan. 1979. Indrani and the enchanted jungle. New Delhi: Thomson Press (India) Ltd.
  • Maithily Jagannathan and Manjula Padmanabhan. 1984. Droopy dragon. New Delhi: Thomson Press.

କମିକ୍ସ [ସମ୍ପାଦନା]

  • 2005. Double talk. New Delhi: Penguin Books.

ଆଧାର [ସମ୍ପାଦନା]

  1. Matthan, Ayesha (2009-01-03). "Is it the great escape?". The Hindu. Retrieved 2009-08-14.
  2. Moddie, Mandira (2005-08-28). "Antics of Suki". The Hindu. Retrieved 2009-08-14.