Jump to content

ଭିସମୋଡେଗିବ

ଉଇକିପିଡ଼ିଆ‌ରୁ
ଭିସମୋଡେଗିବ
Clinical data
PronunciationVismodegib /ˌvɪsmˈdɛɡɪb/ VIS-moh-DEG-ib
Erivedge /ˈɛrɪvɛ/ ERR-i-vej
Trade namesErivedge
SynonymsGDC-0449, RG-3616
AHFS/Drugs.commonograph
data
Pregnancy
category
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Bioavailability31.8%
    Protein binding>99%
    Metabolism<2% metabolised by CYP2C9, CYP3A4, CYP3A5
    Elimination half-life4 days (continuous use),
    12 days (single dose)
    ExcretionFecal (82%), Urinary (4.4%)
    Identifiers
    • 2-Chloro-N-(4-chloro-3-pyridin-2-ylphenyl)-4-methylsulfonylbenzamide
    ECHA InfoCard100.234.019 Edit this at Wikidata
    Chemical and physical data
    FormulaC19H14Cl2N2O3S
    Molar mass୪୨୧.୨୯ g·mol−1
    3D model (JSmol)
    • CS(=O)(=O)C1=CC(=C(C=C1)C(=O)NC2=CC(=C(C=C2)Cl)C3=CC=CC=N3)Cl
    • InChI=1S/C19H14Cl2N2O3S/c1-27(25,26)13-6-7-14(17(21)11-13)19(24)23-12-5-8-16(20)15(10-12)18-4-2-3-9-22-18/h2-11H,1H3,(H,23,24)
    • Key:BPQMGSKTAYIVFO-UHFFFAOYSA-N

    ଭିସମୋଡେଗିବ (ଇଂରାଜୀ ଭାଷାରେ Vismodegib), ଏରିଭେଜ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବାସାଲ ସେଲ କର୍କଟ (ବିସିସି) ରୋଗରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ସେହିମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କଠାରେ କର୍କଟ ବ୍ୟାପିଛି କିମ୍ବା ପୁନରାବୃତ୍ତି ହୋଇଛି ଏବଂ ଅନ୍ୟ ପଦ୍ଧତି ଦ୍ୱରା ଚିକିତ୍ସା ସମ୍ଭବ ନୁହେଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଥକାପଣ, ଅଇ, ଏବଂ ସାମୟିକ ମାଂସପେଶୀ ସଂକୋଚନ ବା ସ୍ପାଜ୍ମ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପ୍ରଭାବଶାଳୀ ଜନ୍ମ ନିୟନ୍ତ୍ରଣ ସୁପାରିଶ କରାଯାଏ ।[] ଏହା ଏକ ହେଜ‌ହୋଗ ପଥ ପ୍ରତିରୋଧକ ।[]

    ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିସମୋଡେଗିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୧୨,୩୦୦ ଡଲାର ଖର୍ଚ୍ଚ ହୋଇଥାଏ ଏବଂ ଏହା କେବଳ ବିଶେଷ ଫର୍ମାସି ମାଧ୍ୟମରେ ଉପଲବ୍ଧ ।[] [] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୩୦୦ ପାଉଣ୍ଡ ।[]

    1. 1 2 FDA Professional Drug Information
    2. 1 2 3 4 5 6 7 8 "Vismodegib Monograph for Professionals". Drugs.com (in ଇଂରାଜୀ). Archived from the original on 22 March 2016. Retrieved 15 September 2021.
    3. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1066. ISBN 978-0-85711-369-6.{{cite book}}: CS1 maint: date format (link)
    4. "Erivedge". Archived from the original on 13 August 2021. Retrieved 16 September 2021.
    5. "Erivedge Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 5 September 2015. Retrieved 16 September 2021.