ଭାଲେରୀ ଆନନ୍ଦ
Appearance
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ଭାଲେରୀ ଆନନ୍ଦ (ଜନ୍ମ ୧୯୩୭ ) ଜଣେ ବ୍ରିଟିଶ କାଳ୍ପନିକ ଐତିହାସିକ ଉପନ୍ୟାସକାର ।[୧]
କାଳ୍ପନିକ ଲେଖା
[ସମ୍ପାଦନା]ସେ ତାଙ୍କର ଲେଖା ସବୁରେ କାଳ୍ପନିକ ପେନ ନାମ ଫ୍ଲୋନା ବକଳେ[୨] ବ୍ୟବହାର କରିଥାନ୍ତି ।ସେ ଏଲିଜାବେଥ ୧ଙ୍କ ସମୟକୁ ଭିତ୍ତିଭୂମି କରି କାଳ୍ପନିକ ରୋମାଞ୍ଚକର ଉପନ୍ୟାସ ସବୁ ରଚନା କରିଥାନ୍ତି । ତାଙ୍କ କାହାଣୀ ସବୁର ନାୟିକା ଭାବରେ ସେ " ଉର୍ଷୁଳା ବ୍ଲନଚାର୍ଡ " ନାମ ବ୍ୟବହାର କରିଥାନ୍ତି । ସେ ତାଙ୍କ ନିଜ ନାମ ଦେଇ ଏଇତିହାସିକ କାଳ୍ପନିକ ଉପନ୍ୟାସ ସବୁ ରଚନା କରିଥାନ୍ତି । ଏହି ସବୁ ଏଇତିହାସିକ କାଳ୍ପନିକରେ ସେ ଦ୍ୱାଦଶ ଶତାବ୍ଦୀ ବ୍ରିଟିଶ ର ରାଜପରିବାରର ଘରଣାକୁ ଭିତ୍ତି ହିସାବରେ ଆଧାରିତ କରିଥାନ୍ତି ।
ତାଙ୍କ ନିକଟରେ ୧୯୯୭ ମସିହାରେ ରଚିତ ଏକ ନଭେଲ " The Fallen Pinnacle "ର କପି ରାଇଟ ରହିଥିବାରୁ ଏହାର କାଳ୍ପନିକ ଲେଖକ ଭଲେରୀ ଇରୱିନ ରହିଥିଲେ ମଧ୍ୟ ସେ ଏହାକୁ ଲେଖିଥିବା ବିଶ୍ୱାସ କରାଯାଇଥାଏ ।
ଉର୍ଷୁଳା ବ୍ଲନଚାର୍ଡ ଡିଟେକ୍ଟିଭ ଉପନ୍ୟାସ ସବୁ
[ସମ୍ପାଦନା]- To Shield the Queen (1998) ISBN 0-671-01531-1
- The Doublet Affair (1998) ISBN 0-671-01532-X
- Queen's Ransom (2000) ISBN 0-671-03293-3
- To Ruin a Queen (2000) ISBN 0-671-03294-1
- Queen of Ambition (2002) ISBN 0-7434-1030-0
- A Pawn for a Queen (2002) ISBN 0-7432-0265-1
- Fugitive Queen (2004) ISBN 0-7434-5748-X
- The Siren Queen (2004) ISBN 0-7432-3752-8
- Queen Without a Crown (2011) ISBN 1-78029-014-4
- Queen's Bounty (2012) ISBN 1-78029-024-1
- A Rescue for a Queen (2013)ISBN 9781780290409
- A Traitor's Tears (2014) ISBN 9781780295435
" Bridges Over Times " ସିରିଜ ସବୁ
[ସମ୍ପାଦନା]- The Proud Villeins (1992) ISBN 0-312-08282-7
- The Ruthless Yeomen (1991) ISBN 0-312-08884-1
- The Women of Ashdon (1993) ISBN 0-312-09417-5
- The Faithful Lovers (1993) ISBN 0-312-10979-2
- The Cherished Wives (1996) ISBN 0-312-13943-8
- The Dowerless Sisters (1995) ISBN 0-7472-1267-8
ନର୍ମାନ ସିରିଜ
[ସମ୍ପାଦନା]- Gildenford (1977) ISBN 0-684-14896-X
- The Norman Pretender (1982) ISBN 0-684-16099-4
- The Disputed Crown (1982) ISBN 0-684-17629-7
ଅନ୍ୟ ଏଇତିହାସିକ ଉପନ୍ୟାସ ସବୁ
[ସମ୍ପାଦନା]- King of the Wood (1984) ISBN 0-312-02939-X (2016) ISBN 978-1861514578
- based on King William Rufus
- Crown of Roses (1989) ISBN 0-312-03315-X
- based on the end of the Wars of the Roses
- The House of Lanyon - The Exmoor Saga (2007) ISBN 978-0-7783-2502-4
- Story of Richard Lanyon, his descendents, and his landlords the Sweetwaters
- The House Of Allerbrook - The Exmoor Saga (2008) ISBN 978-1-74116-676-7
- Story of Jane Sweetwater (Allerbrook)
ଆଧାର
[ସମ୍ପାଦନା]- ↑ Shippey, T. A.; Arnold, Martin (2003-02-01). Film and Fiction: Reviewing the Middle Ages. Boydell & Brewer. pp. 80–. ISBN 978-0-85991-772-8. Retrieved 17 April 2012.
- ↑ Charles, John; Clark, Candace; Hamilton-Selway, Joanne; Joanna Morrison (2011-11-30). The Readers' Advisory Guide to Mystery. ALA Editions. pp. 72–. ISBN 978-0-8389-1113-6. Retrieved 17 April 2012.
ବାହାର ଲିଙ୍କ
[ସମ୍ପାଦନା]- Interview with Valerie Anand Archived 2013-12-30 at the Wayback Machine.
- King Of The Wood by Valerie Anand Archived 2016-03-14 at the Wayback Machine.