ଭାର୍ଗବ ଭଟ୍ଟ
Appearance
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Bhargav Ashok Bhatt | ||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Slow left-arm orthodox | ||||||||||||||||||||||||||||||||||||||||||||||||||||
ଭୂମିକା | Bowler | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2009/10–present | Baroda | ||||||||||||||||||||||||||||||||||||||||||||||||||||
2011–present | Kings XI Punjab | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 18 May 2012 |
ଭାର୍ଗବ ଭଟ୍ଟ (ଜନ୍ମ 13 ମେ , 1990 ) ଜଣେ ଭାରତୀୟ ଘରେଇ କ୍ରିକେଟ ଖେଳାଳି । ସେ ବରୋଦା ଦଳ ପାଇଁ ରଣଜୀ ଟ୍ରଫି ଓ ଅନନ୍ୟ ଘରେଇ କ୍ରିକେଟରେ ଖେଳନ୍ତି [୧]। ସେ ଜଣେ ବାମ ହାତି ସ୍ପିନର । ଆଇପିଏଲରେ ସେ ପଞ୍ଜାବ ଦଳ ପାଇଁ ଖେଳିଥାନ୍ତି । [୨]
ଭଟ୍ଟ ତାଙ୍କର ପ୍ରଥମ ରଣଜୀ ସିଜନରେ ମାତ୍ର 9ଟି ମେଚରୁ 47ଟି ୱିକେଟ ନେଇ ଚହଲା ପକେଇଥିଲେ । [୩] ଏହି ପ୍ରଦର୍ଶନ ବଳରେ ସେ 2011 ସିଜନ ପାଇଁ ଆଇପିଏଲରେ ପଞ୍ଜାବ ଦଳ ପାଇଁ ଚୁକ୍ତିବଦ୍ଧ ହେଲେ । ତାଙ୍କର ବୋଲିଂ ଏକଦିବାସୀୟ ପାଇଁ ଖୁବ ଉପଯୋଗୀ ହେଇଥାଏ । ସେ ମୁମ୍ବାଇ ବିରୁଦ୍ଧ ମେଚରେ 2.5 ଓଭରରେ 22 ରଣ ଦେଇ 4ଟି ୱିକେଟ ନେଇ man of the match ପୁରାସ୍କାର ପାଇଥିଲେ । [୪]