ଭାର୍ଗବ ଭଟ୍ଟ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମBhargav Ashok Bhatt
ବ୍ୟାଟିଂ ପ୍ରକାରLeft-handed
ବୋଲିଂ ପ୍ରକାରSlow left-arm orthodox
ଭୂମିକାBowler
ଘରୋଇ ଦଳ ତଥ୍ୟ
YearsTeam
2009/10–presentBaroda
2011–presentKings XI Punjab
Career statistics
ପ୍ରତିଯୋଗିତା FC List A T20
ମ୍ୟାଚ 15 10 23
ମୋଟ ରନ 92 31 10
ବ୍ୟାଟିଂ ହାର 6.13 7.75 5.00
ଶତକ/ଅର୍ଦ୍ଧଶତକ 0/0 0/0 0/0
ସର୍ବାଧିକ ରନ 18 12 6*
ବଲ ସଂଖ୍ୟା 3037 490 428
ଉଇକେଟ 60 11 20
ବୋଲିଂ ହାର 26.31 30.81 29.75
ଇନିଙ୍ଗସରେ ୫ଟି ଉଇକେଟ 4 0 0
ମ୍ୟାଚରେ ୧୦ଟି ଉଇକେଟ 1 n/a n/a
ସବୁଠୁ ଭଲ ବୋଲିଂ 7/127 3/49 4/22
କ୍ୟାଚ/ଷ୍ଟମ୍ପିଙ୍ଗ 6/– 7/– 7/-
Source: Cricinfo, 18 May 2012

ଭାର୍ଗବ ଭଟ୍ଟ (ଜନ୍ମ 13 ମେ , 1990 ) ଜଣେ ଭାରତୀୟ ଘରେଇ କ୍ରିକେଟ ଖେଳାଳି । ସେ ବରୋଦା ଦଳ ପାଇଁ ରଣଜୀ ଟ୍ରଫି ଓ ଅନନ୍ୟ ଘରେଇ କ୍ରିକେଟରେ ଖେଳନ୍ତି [୧]। ସେ ଜଣେ ବାମ ହାତି ସ୍ପିନର । ଆଇପିଏଲରେ ସେ ପଞ୍ଜାବ ଦଳ ପାଇଁ ଖେଳିଥାନ୍ତି । [୨]

ଭଟ୍ଟ ତାଙ୍କର ପ୍ରଥମ ରଣଜୀ ସିଜନରେ ମାତ୍ର 9ଟି ମେଚରୁ 47ଟି ୱିକେଟ ନେଇ ଚହଲା ପକେଇଥିଲେ । [୩] ଏହି ପ୍ରଦର୍ଶନ ବଳରେ ସେ 2011 ସିଜନ ପାଇଁ ଆଇପିଏଲରେ ପଞ୍ଜାବ ଦଳ ପାଇଁ ଚୁକ୍ତିବଦ୍ଧ ହେଲେ । ତାଙ୍କର ବୋଲିଂ ଏକଦିବାସୀୟ ପାଇଁ ଖୁବ ଉପଯୋଗୀ ହେଇଥାଏ । ସେ ମୁମ୍ବାଇ ବିରୁଦ୍ଧ ମେଚରେ 2.5 ଓଭରରେ 22 ରଣ ଦେଇ 4ଟି ୱିକେଟ ନେଇ man of the match ପୁରାସ୍କାର ପାଇଥିଲେ । [୪]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]