ଭାରତ ରେଡ୍ଡୀ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Wicket-keeper | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 17 March 2014 |
ଭାରତ ରେଡ୍ଡୀ pronunciation (help·info) (ଜନ୍ମ 12 ନଭେମ୍ବର 1954, ଚେନ୍ନଇ) ଜଣେ ପୂର୍ବତନ କ୍ରିକେଟ ଖେଳାଳି । ସେ ଭରତ ପାଇଁ ୱିକେଟ କିପର ହିସାବରେ ଜାତୀୟ ଦଳରେ ଖେଳିଥିଲେ ।
କ୍ରିକେଟ ଜୀବନୀ
[ସମ୍ପାଦନା]1973 ମସିହାରେ ରେଡ୍ଡୀ ବାଳକ ଦଳ ପାଇଁ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଶତକ ହାସଲ କରିବା ସହ ଉତ୍ତମ ପ୍ରଦର୍ଶନ ଦେଇଥିଲେ । [୧] 18 ବର୍ଷ ବଯଶରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଦଳର ଅଧିନାୟକ ଭାବରେ ଖେଳିଥିଲେ । .[୨] ଏପରିକି ତାମିଲନାଡୁ ତରଫରୁ ରଣଜୀ ମେଚ ଖେଳିବା ଆଗରୁ ସେ ଅବଶିଷ୍ଟ ଭାରତ ଦଳ ପାଇଁ ଓ ଦକ୍ଷିଣ ଜୋନ ପାଇଁ ଦୁଲିପ ଟ୍ରଫି ଖେଳିବାର କୃତି ହାସଲ କରିଥିଲେ । ସେ ଏକ ଭାରତୀୟ ଦଳରେ କୃଷ୍ଣମୁର୍ତିଙ୍କ ସହ ବିକେତକିପର ଭାବରେ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । [୩]
କିନ୍ତୁ 1975 ମସିହା ଆଡକୁ ଶୟଦ କିରିମାନିଙ୍କ ଆବିର୍ଭାବ ହେତୁ ଫାରୋଖ ଇଞ୍ଜିନିଅର ଅବସର ନେବା ପରେ ରେଡ୍ଡୀ ଔ ଜାତୀୟ ଦଳରେ ସ୍ଥାନ ପାଇ ନ ଥିଲେ । ସେ ଦଳରେ 2 ଯ ୱିକେଟ କିପର ଭାବରେ ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ 1977-78 ମସିହାରେ ଯାଇଥିଲେ । ପରେ କିରିମଣି ଦଳରୁ ବାଦ ପଡିବା ପରେ ସେ 1979ରେ ଇଂଲଣ୍ଡ ଗସ୍ତରେ ଯାଇ 4ଟି ଟେଷ୍ଟ ଖେଳିଥିଲେ ମଧ୍ୟ ପ୍ରଭାବିତ କରି ପାରି ନ ଥିଲେ ।
[୪] ପୁନଶ୍ଚ କିରିମାନିଙ୍କ ସହ ସେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଯାତ୍ରା କରିଥିଲେ ।
ସେ 1981-82 ମସିହାରେ 3ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଅଷ୍ଟ୍ରେଲିଆ , ପାକିସ୍ତାନ ଓ ନିଉ ଜିଲାଣ୍ଡ ବିପକ୍ଷୀରେ ଖେଳିଥିଲେ ।
ରଣଜୀ ଟ୍ରଫିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 1981=82ରେ ଥିଲା । ସେ 326 ରଣ 3ଟି ଅରଧ ଶତକ ସହ କରିଥିଲେ । [୫]
ସେ 1982-83 ମସିହା ରୁ 1985-86 ମସିହା ଯାଏ ସେ ତାମିଲନାଡୁର ଅଧିନାୟକ ଥିଲେ ।ଏହି ସମୟରେ ସେ କେରଳ ସହ ମେଚରେ 6ଟି କେଚ ନେଇଥିଲେ । .[୬]
ଅବସର ପରେ
[ସମ୍ପାଦନା]ଅବସର ପରେ ଭାରତ ଚେମ୍ପ୍ଲଷ୍ଟ ନାମକ କମ୍ପାନୀରେ କାର୍ଯ୍ୟ କରିବା ସହ ଅନେକ କ୍ରିକେଟ ଖେଳାଳିଙ୍କୁ ତାଲିମ ପ୍ରଦାନ କରିଥିଲେ । ସେ ଦିନେଶ କାର୍ତିକ ଓ ଲକ୍ଷ୍ମୀପତି ବାଲାଜିଙ୍କୁ ଟାଲିମ ଦେଇଥିଲେ । [୭]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ଝିଅ ଶ୍ରୀୟା ରେଡ୍ଡୀ ଜଣେ ଅଭିନେତ୍ରୀ ଓ ସେ ପ୍ରଯୋଜକ ବିକ୍ରମ ରେଡ୍ଡୀଙ୍କୁ ବିବାହ କରିଛନ୍ତି ।