ଭାରତ ରେଡ୍ଡୀ

ଉଇକିପିଡ଼ିଆ‌ରୁ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ଭୂମିକାWicket-keeper
Career statistics
ପ୍ରତିଯୋଗିତା Tests ODIs FC LA
ମ୍ୟାଚ ସଂଖ୍ୟା 4 3 95 18
ମୋଟ ରନ 38 11 1743 120
ବ୍ୟାଟିଂ ହାର 9.50 - 17.78 17.14
ଶତକ/ଅର୍ଦ୍ଧଶତକ -/- -/- 0/9 0/0
ସର୍ବାଧିକ ରନ 21 8* 88 36
ବଲ ସଂଖ୍ୟା - - - -
ଉଇକେଟ - - - -
ବୋଲିଂ ହାର - - - -
ଇନିଙ୍ଗସରେ ୫ଟି ଉଇକେଟ - - - -
ମ୍ୟାଚରେ ୧୦ଟି ଉଇକେଟ - n/a - n/a
ସବୁଠୁ ଭଲ ବୋଲିଂ - - - -
କ୍ୟାଚ/ଷ୍ଟମ୍ପିଙ୍ଗ 9/2 2/- 171/50 10/2
Source: Cricinfo, 17 March 2014

ଭାରତ ରେଡ୍ଡୀ ଶବଦ ବିଷୟରେ pronunciation (ଜନ୍ମ  12 ନଭେମ୍ବର  1954, ଚେନ୍ନଇ) ଜଣେ ପୂର୍ବତନ କ୍ରିକେଟ ଖେଳାଳି । ସେ ଭରତ ପାଇଁ ୱିକେଟ କିପର ହିସାବରେ ଜାତୀୟ ଦଳରେ ଖେଳିଥିଲେ । 

କ୍ରିକେଟ ଜୀବନୀ [ସମ୍ପାଦନା]

1973 ମସିହାରେ ରେଡ୍ଡୀ ବାଳକ ଦଳ ପାଇଁ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଶତକ ହାସଲ କରିବା ସହ ଉତ୍ତମ ପ୍ରଦର୍ଶନ ଦେଇଥିଲେ । [୧] 18 ବର୍ଷ ବଯଶରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଦଳର ଅଧିନାୟକ ଭାବରେ ଖେଳିଥିଲେ । .[୨] ଏପରିକି ତାମିଲନାଡୁ ତରଫରୁ ରଣଜୀ ମେଚ ଖେଳିବା ଆଗରୁ ସେ ଅବଶିଷ୍ଟ ଭାରତ ଦଳ ପାଇଁ ଓ ଦକ୍ଷିଣ ଜୋନ ପାଇଁ ଦୁଲିପ ଟ୍ରଫି ଖେଳିବାର କୃତି ହାସଲ କରିଥିଲେ । ସେ ଏକ ଭାରତୀୟ ଦଳରେ କୃଷ୍ଣମୁର୍ତିଙ୍କ ସହ ବିକେତକିପର ଭାବରେ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । [୩]

କିନ୍ତୁ 1975 ମସିହା ଆଡକୁ ଶୟଦ କିରିମାନିଙ୍କ ଆବିର୍ଭାବ ହେତୁ ଫାରୋଖ ଇଞ୍ଜିନିଅର ଅବସର ନେବା ପରେ ରେଡ୍ଡୀ ଔ ଜାତୀୟ ଦଳରେ ସ୍ଥାନ ପାଇ ନ ଥିଲେ । ସେ ଦଳରେ 2 ଯ ୱିକେଟ କିପର ଭାବରେ ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ 1977-78 ମସିହାରେ ଯାଇଥିଲେ । ପରେ କିରିମଣି ଦଳରୁ ବାଦ ପଡିବା ପରେ ସେ 1979ରେ ଇଂଲଣ୍ଡ ଗସ୍ତରେ ଯାଇ 4ଟି ଟେଷ୍ଟ ଖେଳିଥିଲେ ମଧ୍ୟ ପ୍ରଭାବିତ କରି ପାରି ନ ଥିଲେ ।

[୪] ପୁନଶ୍ଚ କିରିମାନିଙ୍କ ସହ ସେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଯାତ୍ରା କରିଥିଲେ । 

ସେ 1981-82 ମସିହାରେ 3ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଅଷ୍ଟ୍ରେଲିଆ , ପାକିସ୍ତାନ ଓ ନିଉ ଜିଲାଣ୍ଡ ବିପକ୍ଷୀରେ ଖେଳିଥିଲେ । 

 ରଣଜୀ ଟ୍ରଫିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 1981=82ରେ ଥିଲା । ସେ 326 ରଣ 3ଟି ଅରଧ ଶତକ ସହ କରିଥିଲେ । [୫]

ସେ 1982-83 ମସିହା  ରୁ 1985-86 ମସିହା ଯାଏ ସେ ତାମିଲନାଡୁର ଅଧିନାୟକ ଥିଲେ ।ଏହି ସମୟରେ ସେ କେରଳ ସହ ମେଚରେ 6ଟି କେଚ ନେଇଥିଲେ ।  .[୬]

ଅବସର ପରେ [ସମ୍ପାଦନା]

ଅବସର ପରେ ଭାରତ ଚେମ୍ପ୍ଲଷ୍ଟ ନାମକ କମ୍ପାନୀରେ କାର୍ଯ୍ୟ କରିବା ସହ ଅନେକ କ୍ରିକେଟ ଖେଳାଳିଙ୍କୁ ତାଲିମ ପ୍ରଦାନ କରିଥିଲେ  । ସେ ଦିନେଶ କାର୍ତିକ ଓ ଲକ୍ଷ୍ମୀପତି ବାଲାଜିଙ୍କୁ ଟାଲିମ ଦେଇଥିଲେ ।  [୭]

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ତାଙ୍କ ଝିଅ ଶ୍ରୀୟା ରେଡ୍ଡୀ ଜଣେ ଅଭିନେତ୍ରୀ ଓ ସେ ପ୍ରଯୋଜକ ବିକ୍ରମ ରେଡ୍ଡୀଙ୍କୁ ବିବାହ କରିଛନ୍ତି । 

ଆଧାର [ସମ୍ପାଦନା]