Jump to content

ଭର୍ଡେନାଫିଲ

ଉଇକିପିଡ଼ିଆ‌ରୁ
ଭର୍ଡେନାଫିଲ
Clinical data
Trade namesLevitra, Staxyn, Vivanza, others
AHFS/Drugs.commonograph
MedlinePlusa603035
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability15%
    Protein binding95%
    MetabolismLiver (CYP3A4)
    Onset of action~45 min[]
    Elimination half-life4–5 hours
    ExcretionBiliary
    Identifiers
    • 4-[2-Ethoxy-5-(4-ethylpiperazin-1-yl)sulfonyl-phenyl]-9-methyl-7-propyl-3,5,6,8-tetrazabicyclo[4.3.0]nona-3,7,9-trien-2-one
    ECHA InfoCard100.112.672 Edit this at Wikidata
    Chemical and physical data
    FormulaC23H32N6O4S
    Molar mass୪୮୮.୬୧ g·mol−1
    3D model (JSmol)
    • O=C2\N=C(/Nn1c(nc(c12)C)CCC)c3cc(ccc3OCC)S(=O)(=O)N4CCN(CC)CC4
    • InChI=1S/C23H32N6O4S/c1-5-8-20-24-16(4)21-23(30)25-22(26-29(20)21)18-15-17(9-10-19(18)33-7-3)34(31,32)28-13-11-27(6-2)12-14-28/h9-10,15H,5-8,11-14H2,1-4H3,(H,25,26,30) checkY
    • Key:SECKRCOLJRRGGV-UHFFFAOYSA-N checkY
      (verify)

    ଭର୍ଡେନାଫିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେଭିଟ୍ରା, ହେଉଛି ଏକ ଔଷଧ ଯାହା ପୌରୁଷ ଅସାମାର୍ଥ୍ୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ | [] ଏହାର ପ୍ରଭାବ ଆରମ୍ଭ ସାଧାରଣତ ୩୦ରୁ ୬୦ ମିନିଟରେ ଆରମ୍ଭ ହୋଇଥାଏ ।[] ଏହି ଔଷଧ ପରିବାର ମଧ୍ୟରେ ଗୋଟିଏ ଏଜେଣ୍ଟର ଅନ୍ୟ ଏକ ଉପରେ କୌଣସି ଅଧିକ ଲାଭର ପ୍ରମାଣ ନାହିଁ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ହୋଇଥାଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ନିମ୍ନ ରକ୍ତଚାପ, QT ବିସ୍ତାର ଏବଂ ପ୍ରାୟାପିଜ୍ମ ହୋଇପାରେ ।[] ଯକୃତ ଜନିତ ସମସ୍ୟା ଥିଲେ କମ୍ ମାତ୍ରାର ଔଷଧ ଦେବାକୁ ସୁପାରିଶ କରାଯାଏ ।[] ନାଇଟ୍ରୋଭାସୋଡାଇଲେଟର ସହିତ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[] ଏହା ଏକ ପିଡିଇ<sub id="mwIw">୫</sub> (PDE<sub id="mwIw">5</sub>) ପ୍ରତିବନ୍ଧକ ଏବଂ ସାଇକ୍ଲିକ୍ ଗୁଆନୋସିନ୍ ମୋନୋଫୋସଫେଟ୍ (ସିଜିଏମ୍ପି) ଭାଙ୍ଗିବା ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[]

    ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ୨୦୦୩ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭର୍ଡେନାଫିଲ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ।[] ଯୁକ୍ତରାଜ୍ୟରେ ଏହାର ପ୍ରତି ୧୦ ମିଗ୍ରା ମାତ୍ରା ନିମନ୍ତେ ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୧ ପ୍ରାୟ ୧୭ ଡଲାର ଥିଲା ।[]

    1. 1 2 3 4 5 6 7 "Levitra". Archived from the original on 4 March 2021. Retrieved 13 September 2021.
    2. 1 2 3 4 5 "Vardenafil Monograph for Professionals". Drugs.com (in ଇଂରାଜୀ). Archived from the original on 6 May 2021. Retrieved 13 September 2021.
    3. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 862. ISBN 978-0-85711-369-6.{{cite book}}: CS1 maint: date format (link)
    4. "Vardenafil Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 13 May 2021. Retrieved 13 September 2021.