ସତ୍ୟ ସାଇ ବାବା
ଦେଖଣା
(ଭଗବାନ ଶ୍ରୀ ସତ୍ୟ ସାଈ ବାବାରୁ ଲେଉଟି ଆସିଛି)
ଶ୍ରୀ ସତ୍ୟ ସାଇ ବାବା | |
---|---|
ଧର୍ମ | ହିନ୍ଦୁ, |
ଜନ୍ମ ତାରିଖ | ୨୩ ନଭେମ୍ବର ୧୯୨୬ |
ଜନ୍ମସ୍ଥାନ | ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ |
ଜନ୍ମ ନାମ | ସତ୍ୟନାରାୟଣ ରାଜୁ |
ତିରୋଧାନ | ୨୪ ଅପ୍ରେଲ ୨୦୧୧ | (ବୟସ ୮୪)
ତିରୋଧାନ ସ୍ଥାନ | ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ |
ବାଣୀ | ସମସ୍ତଙ୍କୁ ପ୍ରେମ କର, ସମସ୍ତଙ୍କ ସେବା କର ସାହାଯ [୧][୨][୩] |
ଶ୍ରୀ ସତ୍ୟ ସାଇ ବାବା (ତେଲୁଗୁ: సత్య సాయిబాబా) (ଜନ୍ମ: ୨୩ ନଭେମ୍ବର ୧୯୨୬ ; ମୃତ୍ୟୁ: ୨୪ ଅପ୍ରେଲ ୨୦୧୧), ଶ୍ରୀ ସତ୍ୟ ସାଇ ବାବା (ଜନ୍ମ ନାମ - ସତ୍ୟ ନାରାୟଣ ରାଜୁ) ୨୩ ନଭେମ୍ବର ୧୯୨୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟର ପୁଟ୍ଟପର୍ତି ଗ୍ରାମରେ ଜନ୍ମ ନେଇଥିଲେ । ବିଶ୍ୱ ସାରା ତାଙ୍କର ବହୁତ ଭକ୍ତ ଅଛନ୍ତି । ଭକ୍ତମାନେ ବାବାଙ୍କୁ ଶ୍ରୀ ସିରଡ଼ି ସାଈ ବାବାଙ୍କ ଅବତାର ମାନନ୍ତି । ବାବା ୨୪ ଅପ୍ରେଲ ୨୦୧୧ ତାରିଖରେ ଦେହତ୍ୟାଗ କରିଥିଲେ ।
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟ୍ଟପର୍ତୀ ଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମ ହେଇଥିଲେ I ସେ ୨୦ ଅକ୍ଟୋବର ୧୯୪୦ରେ ୧୪ ବର୍ଷ ବୟସରେ ନିଜକୁ ଶିରିଡି ସାଇବାବାଂକ ଅବତାର ବୋଲି କହିଥିଲେ I ଯେଉଁ ବ୍ୟକ୍ତି ତାଙ୍କ ସାମନାରେ ଶିରିଡି ସାଇ ବାବାଂକ ବିଷୟରେ କଥାବାର୍ତା ହେଉଥିଲେ ତାଙ୍କୁ ନିଜର ପୁର୍ବ ଶରୀର ବୋଲି କହୁଥିଲେ I
ଆଧାର
[ସମ୍ପାଦନା]- ↑ Charlene Leslie-Chaden (2004). A compendium of the teachings of Sri Sathya Sai Baba. Sai Towers Publishing. p. 526. ISBN 9788178990422. Archived from the original on 14 September 2011. Retrieved 24 April 2011. [self-published source?]
- ↑ Architectural digest. Conde Nast Publications. 1 May 1994. Retrieved 24 April 2011.
- ↑ Vasan Ayyar (2009-12-31). "Love All Serve All". Sathyasaibaba.wordpress.com. Retrieved 2011-04-24.
ବାହାର ଲିଙ୍କ
[ସମ୍ପାଦନା]ଉଇକି କଥାରେ ସତ୍ୟ ସାଇ ବାବା ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
Wikinews has related news:
Sai Baba upsets Telangana activists
ଉଇକିମିଡ଼ିଆ କମନ୍ସରେ ସତ୍ୟ ସାଇ ବାବା
ବାବଦରେ ମାଧ୍ୟମ ରହିଛି ।
- International Sai Organization Official website
- BBC documentary "Secret Swami"
- DR documentary "Seduced by Sai Baba"
- ଇଣ୍ଟରନେଟ ମୁଭି ଡାଟାବେସରେ ସତ୍ୟ ସାଇ ବାବା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |