ଆଲୋଚନା:ସତ୍ୟ ସାଇ ବାବା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆର ସାଧାରଣ ନାମ ଅନୁସାରେ ନାମ ସବୁ କେବଳ ରହିବ ଓ କୌଣସି ଉପାଧି (ଶ୍ରୀ, ଭଗବାନ, ମହାମହୋପାଧ୍ୟାୟ, ସାର) ଆଦି ସହ ପ୍ରସଙ୍ଗର ନାମ ରହିବ ନାହିଁ । ତେଣୁ ଭଗବାନ ଶ୍ରୀ ଶ୍ରୀ ସତ୍ୟ ସାଇ ବାବା ବଦଳରେ "ସାଇ ବାବା" ବା "ସତ୍ୟ ସାଇ ବାବା" ରହିବା ଉଚିତ । ତେଣୁ ଏହି ପୃଷ୍ଠାଟିର ନାମ ସତ୍ୟ ସାଇ ବାବା ରଖି ଶ୍ରୀ ସତ୍ୟ ସାଇ ବାବା, ଭଗବାନ ସତ୍ୟ ସାଇ ବାବା ଆଦିକୁ ଏଠାକୁ ପୁନପ୍ରେରଣ କରାଯିବ । ସୁଭପାSubha Paମୋତେ କହିବେ କିଛି? ୧୭:୧୪, ୨୬ ଅକ୍ଟୋବର ୨୦୧୧ (UTC)